Jump to content

ପରଶୁଧର

ଉଇକିଅଭିଧାନ‌ରୁ

ପରଶୁଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପରଶୁଧାରୀ, ପରଶୁପାଣିଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପରଶୁ+ଧୃ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

ଯେ ପରଶୁ ଧରିଥାଏ —Holding a battle axe; armed with a hatchet.

ସଂସ୍କୃତ - ଅ[ସମ୍ପାଦନା]

୧. ମହାଦେବ; ଶିବ —୧. Ṡiba.
୨. ପରଶୁରାମ (ଦେଖ) - —୨. Paraṡurāma. (See)
୩. ଗଣେଶ — ୩. God Gaṅeṡa; the younger son of Ṡiva.