ପହରା

ଉଇକିଅଭିଧାନ‌ରୁ

ପହରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପ୍ରହର; ପହରୀ; ଆଗେ ପ୍ରହରୀମାନେ ଏକ ପ୍ରହରକୁ ଏକ ପ୍ରହର ବଦଳି ହେଉଥିଲେ)[ସମ୍ପାଦନା]

୧. ଜଗିବା —୧. Watching; guarding.
୨. ଜଗିବାର ପାଳି — ୨. Watch; turn of watching.
୩. ପହରା ବାଲା (ଦେଖ) - —୩. Paharā bālā (See)
୪. ରାଜତ୍ୱ; ଅଧିକାର କାଳ —୪. Regime; turn of the exercise of one's authority.
୫. ଚାଲିଚଳନ —୫. Conduct; manners.
୬. ପହଁରା (ଦେଖ) - —୬. Pahañrā (See)
୭. (ସଂ ପାଦ)—କୌଣସି ସ୍ଥାନରେ ପାଦ ଦେବା — ୭. Steping at a place.
୮. କୌଣସି ସ୍ଥାନରେ ପାଦ ଦେବାର ଫଳ — ୮. The result of a person's setting foot at a place.

(ଯଥା—ତାଙ୍କ ଘରେ ବୋହୁର ପହରା ଭଲ ପଡ଼ିଲା)