Jump to content

ପାଇକାର

ଉଇକିଅଭିଧାନ‌ରୁ

ପାଇକାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପଇକାରୀ (ଦେଖ) - — Paikārī(See)

(ପାଇକାରୀ—ଅନ୍ୟରୂପ)

ପ୍ରଥମେ ଚାଷିଠାରୁ କିଣେ ବୁଲାବେପାରୀ, ସେ ବିକେ ପାଇକାରକୁ ପାଇକାର ହାତରୁ କିଣେ ଗୋହାମବାଲା—ଫକୀର ମୋହନ ଗଳ୍ପସଳ୍ପ