ପାଖରା

ଉଇକିଅଭିଧାନ‌ରୁ

ପାଖରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

[ପାଖରାପଣ, ପାଖରାପଣିଆ (ଆଁ)—ବିଶେଷ୍ୟ]

ଦେଶଜ - ବିଶେଷଣ - ଫୁ. ଓ ସ୍ତ୍ରୀ (ସଂସ୍କୃତ - ପ୍ରବିର; ତୁଳ, ସଂଚ. ପରାକ୍ରମୀ)[ସମ୍ପାଦନା]

୧. ଦୁଷ୍ଟ; ପାଜୀ —୧. Wicked.
୨. ଅସ୍ଥିର —୨. Restless.
୩. ନିର୍ଲଜ୍ଜ — ୩. Immodest; shameless (Ravd. Grundy).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପାଖଡ଼ା (ଦେଖ) - —Pākhaṟḍ̠ā (See)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଚଷାଙ୍କଠାରୁ ନିମ୍ନତର ଶୂଦ୍ରାଜାତିବିଶେଷ — A class of Ṡūdras lower than the Chashās.