ପାଖରା
ଦେଖଣା
ପାଖରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ପାଖରାପଣ, ପାଖରାପଣିଆ (ଆଁ)—ବିଶେଷ୍ୟ]
ଦେଶଜ - ବିଶେଷଣ - ଫୁ. ଓ ସ୍ତ୍ରୀ (ସଂସ୍କୃତ - ପ୍ରବିର; ତୁଳ, ସଂଚ. ପରାକ୍ରମୀ)
[ସମ୍ପାଦନା]- ୧. ଦୁଷ୍ଟ; ପାଜୀ —୧. Wicked.
- ୨. ଅସ୍ଥିର —୨. Restless.
- ୩. ନିର୍ଲଜ୍ଜ — ୩. Immodest; shameless (Ravd. Grundy).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଖଡ଼ା (ଦେଖ) - —Pākhaṟḍ̠ā (See)
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]ଚଷାଙ୍କଠାରୁ ନିମ୍ନତର ଶୂଦ୍ରାଜାତିବିଶେଷ — A class of Ṡūdras lower than the Chashās.