ପାବନ
ଦେଖଣା
ପାବନ
ଉଚ୍ଚାରଣ
[ସମ୍ପାଦନା](ପାବନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପୃ ଧାତୁ ଣିଚ୍ ପାବି ଧାତୁ= ଶୁଦ୍ଧ କରିବା+ କର୍ତ୍ତୃ. ଅନ)
[ସମ୍ପାଦନା]- ୧. ପବିତ୍ର —୧. Sacred; pure; holy.
- ୨. ପବିତ୍ରତାବିଧାୟକ; ଯାହା ପବିତ୍ର କରେ — ୨. Purifying; sanctifying.
- ୩. ତ୍ରାଣକର୍ତ୍ତା; ଉଦ୍ଧାରକାରୀ — ୩. Delivering; saving.
- ୪. (ପବନ+ ଅ) ପବନ ପିଇ କରି ଯେ ବଞ୍ଚିଥାଏ (ହିନ୍ଦୀ - ଶ.) — ୪. Subsisting on air only.
ସଂସ୍କୃତ - ବିଶେଷ୍ୟ - (ପୂ ଧାତୁ ଣିଚ ପାବି ଧାତୁ+ଅନ)
[ସମ୍ପାଦନା]- ୧. ଜଳ — ୧. Water.
ଭଗୀରଥ ତପଫଳେ ଅବନୀ—ପ୍ରବଣା ତ୍ରିଲୋକପାବନୀ ଗଲା ପାବନ—ପରଶେ—ରାଧାନାଥ, ମହାଯାତ୍ରା
- ୨. ଗୋମୟ —୨. Cowdung.
- ୩. ପ୍ରାୟଶ୍ଚିତ୍ତ —୩. Penance; expiation.
- ୪. ରୁଦ୍ରାକ୍ଷ (ଦେଖ) - —୪. Rudraksha (See)
- ୫. (+ ଭାବ ଅନ); ପବିତ୍ରୀକରଣ —୫. Sanctifying.
- ୬. ଶୁଦ୍ଧୀକରଣ —୬. Purification.
- ୭. (+ କର୍ତ୍ତୃ. ଅନ) ବିଷ୍ଣୁ —୭. Bishnu.
- ୮. ଅଗ୍ନି —୮. Fire.
- ୯. ବ୍ୟାସଦେବ —୯. Byāsa (author of the Mahābhārata)
- ୧. କୁଷ୍ଟ; କୁଢ଼ (ହିନ୍ଦୀ - ଶ.) — ୧୦. Costus speciosus.
- ୧୧. ପୀତ ଭୃଙ୍ଗରାଜ (ହିନ୍ଦୀ - ଶ.) — ୧୧. The yellow flowered variety of Bhṛuṅgarāja.
- ୧୨. ଚିତ୍ରକ ବୃକ୍ଷ (ହିନ୍ଦୀ - ଶ.) — ୧୨. Plum bago Zeylanica (plant).
- ୧୩. ଚନ୍ଦନ (ହିନ୍ଦୀ - ଶ.) —୧୩. Sandal.
- ୧୪. ସିହ୍ଲକ; ଶିଳାରସ (ହିନ୍ଦୀ - ଶ.) — ୧. Benzoin; incense (Apte).
- ୧୫. ସିଦ୍ଧପୁରୁଷ (ହିନ୍ଦୀ - ଶ.) — ୧୫. A spritually great man.
- ୧୬. ସାମ୍ପ୍ରଦାୟିକ ତିଳିକ ରେଖା — ୧୬. A sectarial mark (Apte).