ପୁଂ
ଦେଖଣା
ପୁଂ
ଉଚ୍ଚାରଣ
[ସମ୍ପାଦନା](ପୁଂସ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ପୁମସ୍ ଶବ୍ଦ; ୧ମା. ୧ବ. ପୁମାନ୍)
[ସମ୍ପାଦନା]- ୧. ପୁଂଲିଙ୍ଗ — ୧. Masculine gender.
- ୨. ଅଣ୍ଡିରା; ପୁରୁଷ; ପୁଂସ —୨. Male.
- ୩. ମନୁଷ୍ୟ —୩. Man.
- ୪. ମନୁଷ୍ୟ ଜାତି —୪. Mankind (Apte)
- ୫. (ବ୍ୟାକରଣ) ପୁଂଲିଙ୍ଗ ଶବ୍ଦ —୫. (grammar) A word in the masculine gender (Apte).
- ୬. ଆତ୍ମା —୬. The soul (Apte).
ଦେଶଜ - (ସାଙ୍କେତିକ)
[ସମ୍ପାଦନା]ପୁ (ଦେଖ) - —Pu (See)