ପେଟରେ ରଖିବା

ଉଇକିଅଭିଧାନ‌ରୁ

ପେଟରେ ରଖିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ପେଟରେ ଧରିବା (ଦେଖ) - ୧. Peṭare dharibā (See)
୨. କୌଣସି ଗୁପ୍ତ କଥା ଅନ୍ୟ ବ୍ୟକ୍ତି ଆଗେ ପ୍ରକାଶ ନ କରିବା —୨. To keep a matter into one's self; not to disclose a secret.