ପୋଟଳ
ଦେଖଣା
ପୋଟଳ
ଉଚ୍ଚାରଣ
[ସମ୍ପାଦନା]ପୋଟଳକ, ପୋଟଳିକାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ପୁଟ ଧାତୁ=ସଂଶ୍ଳିଷ୍ଟ ହେବା+ଅଳ)
[ସମ୍ପାଦନା]- ୧. ମିଳନ; ସଂଶ୍ଳେଷ; ଯୋଗକରଣ — ୧. Mixing; joining.
- ୨. ଆଲିଙ୍ଗନ —୨. Embrace.
- ୩. ମୁଳଦୁଆ; ଭିତ୍ତି —୩. Foundation.
- ୪. ପୋଟଳା; ପୁଡ଼ା —୪. Packet; bundle.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପଟୋଳ (ଦେଖ) - — Paṭoḻa (See)