ପ୍ରବେଶ

ଉଇକିଅଭିଧାନ‌ରୁ

ପ୍ରବେଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରବିଷ୍ଟ, ପ୍ରବେଶ୍ୟବିଣ

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ବଶ୍ ଧାତୁ=ଭିତରକୁ ଯିବା+ଭାବ. ଅ)[ସମ୍ପାଦନା]

୧. ଅନ୍ତର୍ନିବେଶ, ଭିତରକୁ ଯିବା —୧. Entry; going inside; entrance; ingress; admission; introduction.
୨. ଭିତରକୁ ଗଳିଯିବା; ପଶିଯିବା —୨. Penetration.
୩. କୌଣସି ବିଷୟରେ ବେଶ, ରୂପେ ନିବିଷ୍ଟ ହେବା — ୩. Deep engagement in any matter.
୪. ଶାସ୍ତ୍ରାଦିରେ ଅଧିକାର ବା ପଟୁତା — ୪. Proficiencyu in any branch of learning.
୫. (+ କରଣ. ଅ) ବାଟ; ପଥ —୫. Way; path

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଭୁତ ଓ ଦେବତାଙ୍କର ମନୁଷ୍ୟଠାରେ ଆବେଶ Being possessed by a spirit or Deity.

ଗ୍ରାମ୍ୟ - ବିଶେଷଣ -(ସଂସ୍କୃତ - ପ୍ରବିଷ୍ଟ)[ସମ୍ପାଦନା]

ପ୍ରବିଷ୍ଟ (ଦେଖ) - Prabishṭa (See)