ପ୍ରସନ୍ନ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ହୃଷ୍ଟ; ପ୍ରଫୁଲ୍ଲ; ସନ୍ତୁଷ୍ଟ
  • ଅନୁକୂଳ
  • ନିର୍ମଳ; ପରିଷ୍କୃତ
  • ସ୍ଵଚ୍ଛ
  • ଉଜ୍ଜ୍ଵଳ
  • ସୂବୋଧଗମ୍ୟ
  • ଶାନ୍ତ
  • ମନୋହର
  • ସତ୍ୟ; ଠିକ୍; ଯଥାର୍ଥ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ପ୍ରଫୁଲ୍ଲତା; ଶୋଭା; ପ୍ରସନ୍ନତା
  • ଲୋକଙ୍କୁ ଦିଆ ଯିବା ନାମପ୍ରସନ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରସନ୍ନା—ସ୍ତ୍ରୀ) 

(ପ୍ରସନ୍ନତା(ତ୍ୱ), ପ୍ରସତ୍ତି, ପ୍ରସାଦ—ବି)

  • (file)

ସଂସ୍କୃତ - ବିଶେଷଣ - (ପ୍ର+ ସଦ୍ ଧାତୁ=ଯିବା+ କର୍ତ୍ତୃ. ତ)[ସମ୍ପାଦନା]

୧. ହୃଷ୍ଟ; ପ୍ରଫୁଲ୍ଲ; ସନ୍ତୁଷ୍ଟ —୧. Pleased; delighted; cheerful; complacent.
୨. ଅନୁକୂଳ — ୨. Favourable; pronitious; gracious; kindly disposed towards.
୩. ନିର୍ମଳ; ପରିଷ୍କୃତ —୩. Clear; clean.
୪. ସ୍ୱଚ୍ଛ —୪. Pellucid; transparent.
୫. ଉଜ୍ଜ୍ୱଳ —୫. Bright.
୬. ସୁବୋଧଗମ୍ୟ — ୬. Plain; easily; intelligible (Apte).
୭. ଶାନ୍ତ —୭. Tranquil; soothed.
୮. ମନୋହର —୮. Pleasing.
୯. ସତ୍ୟ; ଠିକ୍; ଯଥାର୍ଥ —୯. True; correct (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପ୍ରଫୁଲ୍ଲତା; ଶୋଭା; ପ୍ରସନ୍ନତା — ୧. Grace; beauty.

କି ରୂପରେ ହେବ ପୁଣି ସେ ରୂପ ଦର୍ଶନ, ଅନୁମାନ ଅଗୋଚର ତନୁକୁ ପ୍ରସନ୍ନ ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ

୨. (ପୁଂ) ଲୋକଙ୍କୁ ଦିଆଯିବା ନାମ — ୨. A name given to males.

[ଦ୍ରଷ୍ଟବ୍ୟ —ପ୍ରସନ୍ନକୁମାର (ପୁଂ) ଓ ପ୍ରସନ୍ନକୁମାରୀ (ସ୍ତ୍ରୀ) ନାମ ଯଥାକ୍ରମେ ପୁରୁଷକୁ ଓ ସ୍ତ୍ରୀକୁ ଦିଆଯାଏ]