ପ୍ରସନ୍ନ
Appearance
- ହୃଷ୍ଟ; ପ୍ରଫୁଲ୍ଲ; ସନ୍ତୁଷ୍ଟ
- ଅନୁକୂଳ
- ନିର୍ମଳ; ପରିଷ୍କୃତ
- ସ୍ଵଚ୍ଛ
- ଉଜ୍ଜ୍ଵଳ
- ସୂବୋଧଗମ୍ୟ
- ଶାନ୍ତ
- ମନୋହର
- ସତ୍ୟ; ଠିକ୍; ଯଥାର୍ଥ
- ପ୍ରଫୁଲ୍ଲତା; ଶୋଭା; ପ୍ରସନ୍ନତା
- ଲୋକଙ୍କୁ ଦିଆ ଯିବା ନାମପ୍ରସନ୍ନ
ଉଚ୍ଚାରଣ
[ସମ୍ପାଦନା](ପ୍ରସନ୍ନା—ସ୍ତ୍ରୀ)
(ପ୍ରସନ୍ନତା(ତ୍ୱ), ପ୍ରସତ୍ତି, ପ୍ରସାଦ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ର+ ସଦ୍ ଧାତୁ=ଯିବା+ କର୍ତ୍ତୃ. ତ)
[ସମ୍ପାଦନା]- ୧. ହୃଷ୍ଟ; ପ୍ରଫୁଲ୍ଲ; ସନ୍ତୁଷ୍ଟ —୧. Pleased; delighted; cheerful; complacent.
- ୨. ଅନୁକୂଳ — ୨. Favourable; pronitious; gracious; kindly disposed towards.
- ୩. ନିର୍ମଳ; ପରିଷ୍କୃତ —୩. Clear; clean.
- ୪. ସ୍ୱଚ୍ଛ —୪. Pellucid; transparent.
- ୫. ଉଜ୍ଜ୍ୱଳ —୫. Bright.
- ୬. ସୁବୋଧଗମ୍ୟ — ୬. Plain; easily; intelligible (Apte).
- ୭. ଶାନ୍ତ —୭. Tranquil; soothed.
- ୮. ମନୋହର —୮. Pleasing.
- ୯. ସତ୍ୟ; ଠିକ୍; ଯଥାର୍ଥ —୯. True; correct (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରଫୁଲ୍ଲତା; ଶୋଭା; ପ୍ରସନ୍ନତା — ୧. Grace; beauty.
କି ରୂପରେ ହେବ ପୁଣି ସେ ରୂପ ଦର୍ଶନ, ଅନୁମାନ ଅଗୋଚର ତନୁକୁ ପ୍ରସନ୍ନ ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ
- ୨. (ପୁଂ) ଲୋକଙ୍କୁ ଦିଆଯିବା ନାମ — ୨. A name given to males.
[ଦ୍ରଷ୍ଟବ୍ୟ —ପ୍ରସନ୍ନକୁମାର (ପୁଂ) ଓ ପ୍ରସନ୍ନକୁମାରୀ (ସ୍ତ୍ରୀ) ନାମ ଯଥାକ୍ରମେ ପୁରୁଷକୁ ଓ ସ୍ତ୍ରୀକୁ ଦିଆଯାଏ]