ପ୍ରସୂତ

ଉଇକିଅଭିଧାନ‌ରୁ
Jump to navigation Jump to search

ପ୍ରସୂତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରସୂତା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ର+ସୂ ଧାତୁ+କର୍ମ. ତ)[ସମ୍ପାଦନା]

୧. ସଂଜାତ; ଉତ୍ପନ୍ନ; ଜନ୍ମଗ୍ରହଣ କରିଥିବା — ୧. Born; produced; engendered.
୨. (+କର୍ମ. ତ) ଉତ୍ପାଦକ (ହିନ୍ଦୀ - ଶ) — ୨. Producing; productive.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଫୁଲ —୧. Flower.
୨. ଉତ୍ପାଦକ ବସ୍ତୁ —୨. Any productive source (Apte).
୩. ସୂତିକା ରୋଗ; ପ୍ରସବ ପରେ ସ୍ତ୍ରୀମାନଙ୍କ ହେବା ଜ୍ୱର ଓ ଝାଡ଼ା (ହିନ୍ଦୀ - ଶବ୍ଦସାଗର) — ୩. Puerperal fever and dysentery.