ପ୍ରସୂତ
Jump to navigation
Jump to search
ପ୍ରସୂତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ପ୍ରସୂତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ର+ସୂ ଧାତୁ+କର୍ମ. ତ)[ସମ୍ପାଦନା]
- ୧. ସଂଜାତ; ଉତ୍ପନ୍ନ; ଜନ୍ମଗ୍ରହଣ କରିଥିବା — ୧. Born; produced; engendered.
- ୨. (+କର୍ମ. ତ) ଉତ୍ପାଦକ (ହିନ୍ଦୀ - ଶ) — ୨. Producing; productive.
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ଫୁଲ —୧. Flower.
- ୨. ଉତ୍ପାଦକ ବସ୍ତୁ —୨. Any productive source (Apte).
- ୩. ସୂତିକା ରୋଗ; ପ୍ରସବ ପରେ ସ୍ତ୍ରୀମାନଙ୍କ ହେବା ଜ୍ୱର ଓ ଝାଡ଼ା (ହିନ୍ଦୀ - ଶବ୍ଦସାଗର) — ୩. Puerperal fever and dysentery.