ଫଟା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନାଗ ଆଦି ସର୍ପଙ୍କ ଫେଣା
  • ଦନ୍ତ
  • ପ୍ରତାରଣା

ବିଶେଷଣ (ଦେଶଜ)[ସମ୍ପାଦନା]

  • ଫାଟଯୁକ୍ତ; ଫାଟି ଯାଇଥିବା
  • ଚିରା
  • ଦଦରା; ଭଙ୍ଗା
  • ଅକାମିକା
  • ହୀନ; ନୀଚ; ହେୟ; ତୁଚ୍ଛ
  • ଯେ ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରେ
  • ବାଚାଳଫଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଫଟ+ଆ)[ସମ୍ପାଦନା]

୧. ନାଗଆଦି ସର୍ପଙ୍କ ଫେଣା — ୧. Expanded hood of venomous snakes.
୨. ଦନ୍ତ (ଜ୍ଞାନେନ୍ଦ୍ର) —୨. Tooth; fang.
୩. ପ୍ରତାରଣା (ଜ୍ଞାନେନ୍ଦ୍ର) —୩. Deceit.

ଅନୁବାଦ[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ସ୍ଫୁଟ୍ ଧାତୁ)[ସମ୍ପାଦନା]

୧. ଫାଟଯୁକ୍ତ; ଫାଟି ଯାଇଥିବା — ୧. Cracked.
୨. ଚିରା —୨. Torn.
୩. ଦଦରା; ଭଙ୍ଗା —୩. Broken.
୪. ଅକାମିକା —୪. Worthless.
୫. ହୀନ; ନୀଚ; ହେୟ; ତୁଚ୍ଛ — ୫. Despicable; mean; ignoble.
(ଫଟେଇ—ସ୍ତ୍ରୀ) 
୬. (ପୁଂ) ଯେ ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରେ — ୬. Pertinacious; asking questions with persistence.
୭. ବାଚାଳ —୭. Talkative.