ଫଟା
ଦେଖଣା
- ନାଗ ଆଦି ସର୍ପଙ୍କ ଫେଣା
- ଦନ୍ତ
- ପ୍ରତାରଣା
ବିଶେଷଣ (ଦେଶଜ)
[ସମ୍ପାଦନା]- ଫାଟଯୁକ୍ତ; ଫାଟି ଯାଇଥିବା
- ଚିରା
- ଦଦରା; ଭଙ୍ଗା
- ଅକାମିକା
- ହୀନ; ନୀଚ; ହେୟ; ତୁଚ୍ଛ
- ଯେ ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରେ
- ବାଚାଳଫଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଫଟ+ଆ)
[ସମ୍ପାଦନା]- ୧. ନାଗଆଦି ସର୍ପଙ୍କ ଫେଣା — ୧. Expanded hood of venomous snakes.
- ୨. ଦନ୍ତ (ଜ୍ଞାନେନ୍ଦ୍ର) —୨. Tooth; fang.
- ୩. ପ୍ରତାରଣା (ଜ୍ଞାନେନ୍ଦ୍ର) —୩. Deceit.
ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ସ୍ଫୁଟ୍ ଧାତୁ)
[ସମ୍ପାଦନା]- ୧. ଫାଟଯୁକ୍ତ; ଫାଟି ଯାଇଥିବା — ୧. Cracked.
- ୨. ଚିରା —୨. Torn.
- ୩. ଦଦରା; ଭଙ୍ଗା —୩. Broken.
- ୪. ଅକାମିକା —୪. Worthless.
- ୫. ହୀନ; ନୀଚ; ହେୟ; ତୁଚ୍ଛ — ୫. Despicable; mean; ignoble.
(ଫଟେଇ—ସ୍ତ୍ରୀ)
- ୬. (ପୁଂ) ଯେ ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରେ — ୬. Pertinacious; asking questions with persistence.
- ୭. ବାଚାଳ —୭. Talkative.