ଫରି

ଉଇକିଅଭିଧାନ‌ରୁ

ଫରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫଳକ; ତୁଳ. ଆରବୀ - ଫରୀକ୍=ସୈନ୍ୟ; ସେନା ଦଳ)[ସମ୍ପାଦନା]

୧. ଫଡ଼ି (ଦେଖ) - —୧. Phaṟḍ̠i (See)
୨. ଚମ ଆଢ଼ଣି; ଢାଲ —୨. Shield.

କାମ ଧନୁ ନିତମ୍ୱ ଫରି ମଧ୍ୟେ ରଖି କୃଷ୍ଣସିଂହ. ମହାଭାରତ ବନ

୩. ତନ୍ତିଙ୍କର ବ୍ୟବହୃତ ନଟେଇରେ ମଝି ବାଉଁଶ ଦଣ୍ଡକୁ ଧରିବା ଲାଗି ରହିଥିବା ଛକି —୩. A wooden cross- which holds up the stick of a spindle.