ଫଳଦାୟୀ
[ଫଳଦାୟିନୀ—ସ୍ତ୍ରୀ, ଫଳଦାୟିତା(ତ୍ୱ)—ବି]
ଫଳଦ (ଦେଖ) - — Phaḻada (See)
କ୍ରମରେ ବୃକ୍ଷ ହୋଇ ଫଳଦାୟୀ ହୁଏ—କୃଷ୍ଣସିଂହ. ମହାଭାରତ. ଆଦି