ଫାଳ
ଦେଖଣା
- ଲଙ୍ଗଳର ଲୌହଫଳକ; ଲଙ୍ଗଳ ଲୁହା
- ଶିବ; ମହାଦେବ
- ବଳଦେବ; ବଳରାମ
- ଚଷା
- କୌଣସି ବସ୍ତୁର ଅଧଖଣ୍ତ ବା ଅଂଶ
- ଯାଉଁଳି କବାଟର ଏକପଟ
- ଚିରୁଡା
- ଅଂଶ
- କୌଣସି କର୍ତ୍ତିତ ଦ୍ରବ୍ୟର ଅର୍ଦ୍ଧାଂଶ
- କୌଣସି ବସ୍ତୁର ଏକ ପାଖଫାଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଫଳ୍ ଧାତୁ= ବିଦୀର୍ଣ୍ଣ କରିବା+ କରଣ. ଅ)
[ସମ୍ପାଦନା]- ୧. ଲଙ୍ଗଳର ଲୌହଫଳକ; ଲଙ୍ଗଳ ଲୁହା — ୧. Ploughshare.
- ୨. (ଫାଳ+ ଅଛି ଅର୍ଥରେ ଅ)—ଶିବ; ମହାଦେବ — ୨. Ṡiba.
- ୩. ବଳଦେବ; ବଳରାମ —୩. Baḻarāma.
- ୪. ଚଷା —୪. A cultivator; husbandman.
ବିଣ—(ଫଳ+ ନିମାଣାର୍ଥ. ଅ)
[ସମ୍ପାଦନା]ଢୁଳା ବା କାର୍ପାସ ନିର୍ମିତ (ବସ୍ତ୍ରାଦି) —Made of cotton.
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଫଳକ)
[ସମ୍ପାଦନା]- ୧. କୌଣସି ବସ୍ତୁର ଅଧଖଣ୍ଡ ବା ଅଂଶ —୧. Piece; parcel.
- ୨. ଯାଉଁଳି କବାଟର ଏକପଟ —୨. Leaf or fold or shutter of a double door.
- ୩. ଚିରୁଡ଼ା —୩. Slice.
- ୪. ଅଂଶ —୪. Part; portion.
- ୫. କୌଣସି କର୍ତ୍ତିତ ଦ୍ରବ୍ୟର ଅର୍ଦ୍ଧ୍ୱାଂଶ — ୫. The half portion of a thing cut.
- ୬. କୌଣସି ବସ୍ତୁର ଏକ ପାଖ — ୬. One side of a thing.