ବଂଶ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପରିବାର; କୁଳ
  • ଗୋତ୍ର; ଗୋଷ୍ଠୀ; ବର୍ଗ
  • ସନ୍ତାନ ସନ୍ତତି
  • କୁଳପରମ୍ପରା
  • କୁଳର ପୂର୍ବପୁରୁଷ ଓ ଉତ୍ତର ପୁରୁଷଗଣ
  • ସମୂହ
  • ଏକଜାତୀୟ ବହୁ ଜୀବ
  • ପୁତ୍ରପୌତ୍ରାଦି; ଭବିଷ୍ୟତ ବଂଶଧର
  • ଗର୍ବ
  • ନାସାରନ୍ଧ୍ର; ନାସା ବିବର
  • ଗୃହର ଊର୍ଦ୍ଧ୍ଵକାଷ୍ଠ; ଘରର ଚାଳର ମଥାନ ଉପରେ ଦିଆ ଯାଇଥିବା ଶେଣୀ
  • ପୃଷ୍ଠଦଣ୍ତ; ମେରୁହାଡ଼
  • ବାଉଁଶ
  • ବଂଶୀବଂଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ବମ୍ ଧାତୁ=ବମନ କରିବା+କର୍ମ. ଶ)[ସମ୍ପାଦନା]

୧. ପରିବାର; କୁଳ —୧. Family; race.
୨. ଗୋତ୍ର; ଗୋଷ୍ଠୀ; ବର୍ଗ — ୨. Species; line; lineage; genus.
୩. ସନ୍ତାନ ସନ୍ତତି —୩. Children; offspring.


୪. କୁଳପରମ୍ପରା —୪. Successive generations.
୫. କୁଳର ପୂର୍ବପୁରୁଷ ଓ ଉତ୍ତର ପୁରୁଷଗଣ — ୫. Ancestors and escendants of a family.
୬. ସମୂହ —୬. All; collection; multitude.
୭. ଏକଜାତୀୟ ବହୁ ଜୀବ —୭. A number of animals of the same species.
୮. ପୁତ୍ରପୌତ୍ରାଦି; ଭବିଷ୍ୟତ୍ ବଂଶଧର —୮. Descendants.
୯. ଗର୍ବ —୯. Pride; hauteur.
୧. ନାସାରନ୍ଧ୍ର; ନାସା ବିବର —୧୦. Nostril.
୧୧. ଗୃହର ଉର୍ଦ୍ଧ୍ୱକାଷ୍ଠ; ଘରର ଚାଳର ମଥାନ ଉପରେ ଦିଆ ଯାଇଥିବା ଶେଣୀ —୧୧. The uppermost long beam on the ridge of a thatch.
୧୨. ପୃଷ୍ଠଦଣ୍ଡ; ମେରୁହାଡ଼ —୧୨. Backbone.
୧୩. (ବନ୍ ଧାତୁ=ଶବ୍ଦ କରବା+କର୍ତ୍ତୃ. ଶ) —ବାଉଁଶ — ୧୩. Bamboo.
୧୪. ବଂଶୀ —୧୪. Flute made of bamboo.