ବକ ଧାର୍ମିକ
ଦେଖଣା
ବକ ଧାର୍ମିକ
ଉଚ୍ଚାରଣ
[ସମ୍ପାଦନା](ବକଧାର୍ମିକତା—ବି)
ସଂସ୍କୃତ - ବିଶେଷଣ - ପୁଂ. (ଉପମାନ କର୍ମଧାରୟ; ବକସଦୃଶ ଧାର୍ମିକ)
[ସମ୍ପାଦନା]- ୧. ଭଣ୍ଡଧାର୍ମିକ; ଭଣ୍ଡ ତପସ୍ୱୀ; ଧର୍ମବକ — ୧. Hypocritical in religious observances.
- ୨. କପଟାଚାରୀ —୨. Hypocritical.
[ଦ୍ରଷ୍ଟବ୍ୟ —ବକ ପାଣି କୂଳରେ ମାଛ ପାଇଁ ଟାକି ବସିଲା ବେଳେ ତାହାର ଗାମ୍ଭୀର୍ଯ୍ୟବ୍ୟଞ୍ଜକ ଠାଣିରୁ ତାର ମାଛ ମାରିବା ଉଦ୍ଦେଶ୍ୟ ଦର୍ଶକ ଠଉରାଇ ନ ପାରିବା ଭଳି ଯେଉଁ ଲୋକ ସାଧୁତାର ବାହାନା କରେ ତାପ୍ରତି ଏ ବିଶେଷଣ ପ୍ରୟୋଗ କରାଯାଏ]