ବଧି

ଉଇକିଅଭିଧାନ‌ରୁ

ବଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଧନୀ)[ସମ୍ପାଦନା]

୧. (ସଂସ୍କୃତ - ବଦ୍ଧି) ମୃଦଙ୍ଗ ଉପରେ ଭିଡ଼ା ଯାଇଥିବା ଚମ ଦଉଡ଼ି —୧. Thongs of hide tied round the body of a drum.
୨. ବଧୀ (ଦେଖ) - — ୨. Badhī (See)
୩. ଛାତି; ହୃଦୟ —୩. Heart.
୪. ପ୍ରାଣ —୪. Life.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ବଡ଼ ପୋଖରୀ, ଯହିଁରେ ପ୍ରାୟ ଦଳ ମାଡ଼ିଯାଇ ଥାଏ —A big tank overgrown with aquatic reeds.

ପ୍ରାଦେଶିକ - (ବାଣପୁର, ପୁରୀ) ବିଶେଷ୍ୟ -[ସମ୍ପାଦନା]

ଲଣ୍ଠନର ଫିତା ବା ବତି — A tape or wic for lantern.