ବଧି
ଦେଖଣା
ବଧି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଧନୀ)
[ସମ୍ପାଦନା]- ୧. (ସଂସ୍କୃତ - ବଦ୍ଧି) ମୃଦଙ୍ଗ ଉପରେ ଭିଡ଼ା ଯାଇଥିବା ଚମ ଦଉଡ଼ି —୧. Thongs of hide tied round the body of a drum.
- ୨. ବଧୀ (ଦେଖ) - — ୨. Badhī (See)
- ୩. ଛାତି; ହୃଦୟ —୩. Heart.
- ୪. ପ୍ରାଣ —୪. Life.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ବଡ଼ ପୋଖରୀ, ଯହିଁରେ ପ୍ରାୟ ଦଳ ମାଡ଼ିଯାଇ ଥାଏ —A big tank overgrown with aquatic reeds.
ପ୍ରାଦେଶିକ - (ବାଣପୁର, ପୁରୀ) ବିଶେଷ୍ୟ -
[ସମ୍ପାଦନା]ଲଣ୍ଠନର ଫିତା ବା ବତି — A tape or wic for lantern.