ବଧୀ
ଦେଖଣା
ବଧୀ
ଉଚ୍ଚାରଣ
[ସମ୍ପାଦନା](ବଧିନୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବଧ୍+ କରିବା ଅର୍ଥରେ ଇନ୍; ୧ମା. ୧ବ.)
[ସମ୍ପାଦନା]ବଧକାରୀ; ହତ୍ୟାକାରୀ —Killing; slaying.
ଏ କାଳ ବଧୀ ସ୍ୱାମୀ ଦ୍ରୋହୀ ଏହାକୁ ଦଣ୍ଡତେ ନ ଥୋଇ ଜଗନ୍ନାଥ. ଭାଗବତ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୁକୁର ବେକରେ ବନ୍ଧାଯିବା ପଟି — ୧. Strap for dog's neck.
- ୨. (ସଂସ୍କୃତ - ବଦ୍ଧ ଜଳ) ନଦୀରେ ସ୍ରୋତହୀନ ଗଭୀର ପାଣିଥିବା ସ୍ଥାନ; ଗଣ୍ଡ —୨. The part of a river where there is no current and the water is very deep.
ଦେଶଜ - ଓ ପ୍ରାଦେଶିକ - ବିଶେଷ୍ୟ -
[ସମ୍ପାଦନା]ବଧି (ଦେଖ) - —Badhi (See)