ବନ୍ଦ୍

ଉଇକିଅଭିଧାନ‌ରୁ

ଧାତୁ (ସଂସ୍କୃତ)[୧][ସମ୍ପାଦନା]

  • ପୂଜା କରିବା
  • ସ୍ତବ କରିବା
  • ନମସ୍କାର; କରିବା

ବିଶେଷ୍ୟ (ବୈଦେଶିକ)[ସମ୍ପାଦନା]

  • ବଣ୍ଡିଲ୍; ଗୋଛା; ବିଡା; ତାଡା
  • ପୁଞ୍ଜିକୃତ ବସ୍ତୁ ବା ପଦାର୍ଥର ଗୋଟିଏ ରାଶି

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବ୍ୟବସାୟ, ବିଦ୍ୟାଳୟ ଓ କଚେରୀ ଆଦିର କାର୍ଯ୍ୟ ସ୍ଥଗିତ ହେବାର ଅବସ୍ଥା
  • ରାହିତ୍ୟ; ନିବ୍ରୁତ୍ତି
  • ଗତିରାହିତ୍ୟ

ବିଶେଷଣ (ଦେଶଜ)[ସମ୍ପାଦନା]

  • ସ୍ଥଗିତ
  • ବଦ୍ଧ
  • ରୁଦ୍ଧ; ଆବଦ୍ଧ
  • ଦମିତ; ରହିତ
  • କାର୍ଯ୍ୟରହିତ; ନିଷ୍କର୍ମା
  • ମୁଦ୍ରିତ; ମୁଦା
  • ଗତିରହିତ
  • ଯହିଁର କାର୍ଯ୍ୟ ସ୍ଥଗିତ ହୋଇ ଥାଏ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପୃଷ୍ଠା: ୫୩୪୭-୫୩୪୮

ବନ୍ଦ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ବୈଦେଶିକ - ବିଶେଷ୍ୟ - (ଫା; ତୁଳ. ଇଂରାଜୀ - ବଣ୍ଡ୍ଳ୍)[ସମ୍ପାଦନା]

୧. (କଚିରିଆ) ବଣ୍ଡିଲ୍; ଗୋଛା; ବିଡ଼ା; ତାଡ଼ା — ୧. Bundle;


ଅନୁବାଦ[ସମ୍ପାଦନା]

୨. ପୁଞ୍ଜୀକୃତ ବସ୍ତୁ ବା ପଦାର୍ଥ ଗୋଟିଏ ରାଶି — ୨. One lot of several lots of a thing.

ଦେଶଜ - ବି—(ଫାରାସୀ - ବନ୍ଦ. ସଂସ୍କୃତ - ବନ୍ଧ୍ ଧାତୁ)[ସମ୍ପାଦନା]

୧. ବ୍ୟବସାୟ, ବିଦ୍ୟାଳୟ ଓ କେଚେରୀ ଆଦିର କାଯ୍ୟ ସ୍ଥଗିତ ହେବାର ଅବସ୍ଥା —୧. Closing of a business, school or office; closure.
୨. ରାହିତ୍ୟ; ନିବୃତ୍ତି — ୨. Cessation; stoppage
୩. ଗତିରାହିତ୍ୟ — ୩. Stoppage or cessation of motion.

ବୈଦେଶିକ - ଅ.—(ଯୁବକ ରାଧାଶ୍ୟାମଙ୍କ ପ୍ରବର୍ତ୍ତିତ) ଡ୍ରିଲ୍ ସମ୍ୱନ୍ଧୀୟ ଆଦେଶବଚନ)[ସମ୍ପାଦନା]

ତୁମ୍ଭର ଗତି ରହିତ କର — ୩. (A term of drill) Halt ?

ଦେଶଜ - ବିଶେଷଣ -[ସମ୍ପାଦନା]

୧. ସ୍ଥଗିତ —୧. Stopped; ceased.
୨. ବନ୍ଧ —୨. Tied.
୩. ରୁଦ୍ଧ; ଆବଦ୍ଧ — ୩. Confined.
୪. ଦମିତ; ରହିତ — ୪. Restrained.
୫. କାର୍ଯ୍ୟରହିତ; ନିଷ୍କର୍ମା (ବ୍ୟକ୍ତି) — ୫. Unemployed (person).
୬. ମୁଦ୍ରିତ; ମୁଦା — ୬. Closed; shut up.

ପିଙ୍ଗଳ ନୟନକୁ କରୁଛନ୍ତି ବନ୍ଦ—କୃଷ୍ଣସିଂହ. ମହାଭାରତ ବନ

୭. ଗତିରହିତ —୩. With the motion stopped.
୮. ଯହିଁର କାର୍ଯ୍ୟ ସ୍ଥିଗିତ ହୋଇ ଥାଏ (ଯଥା—ସ୍କୁଲ କଚିରି, ଅଫିସ୍) —୮. Closed (school, court, office).