ବରେଣ୍ୟ

ଉଇକିଅଭିଧାନ‌ରୁ

ବିଶେଷ୍ୟ [୧][ସମ୍ପାଦନା]

  • ସଂସ୍କୃତ, ପୁଂଲିଙ୍ଗ
  • ବୃ ଧାତୁ= ବରଣକରିବା+ କର୍ମ. ଏନ୍ୟ
  • ବରେଣ୍ୟା- ସ୍ତ୍ରୀଲିଙ୍ଗ
    • ବରଣୀୟ; ପୂଜ୍ୟ; ମାନ୍ୟ
    • ଉତ୍କୃଷ୍ଟ
    • ପ୍ରାର୍ଥନୀୟ; ଅଭୀଷ୍ଟ
    • ଶ୍ରେଷ୍ଠ; ପ୍ରଧାନ

ବିଶେଷ୍ୟ(ସଂସ୍କୃତ)[ସମ୍ପାଦନା]

  • କୁଙ୍କୁମ- saffron
  • ଶିବ; ମହାଦେବ
  • ଭୃଗୁଙ୍କର ଏକ ପୁତ୍ର

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୫୩୯୧

ବରେଣ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବରେଣ୍ୟ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ବୃ ଧାତୁ= ବରଣ କରିବା+କର୍ମ. ଏନ୍ୟ)[ସମ୍ପାଦନା]

୧. ବରଣୀୟ; ପୂଜ୍ୟ; ମାନ୍ୟ —୧. Respectable reverend; honourable.
୨. ଉତ୍କୃଷ୍ଟ — ୨. Excellent.
୩. ପ୍ରାର୍ଥନୀୟ; ଅଭୀଷ୍ଟ —୩. Desri able; wished for; cherished.
୪. ଶ୍ରେଷ୍ଠ; ପ୍ରଧାନ —୪. Chief; principal.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. କୁଙ୍କୁମ —୧. Saffron.
୨. ଶିବ; ମହାଦେବ (ହିନ୍ଦୀ - ଶ) —୨. Ṡiba.
୩. ଭୃଗୁଙ୍କର ଏକ ପୁତ୍ର (ହିନ୍ଦୀ - ଶ) — ୩. Name of a son of sage Bhṛugu.