ବଳା

ଉଇକିଅଭିଧାନ‌ରୁ

ବଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଳ+ ଆ)[ସମ୍ପାଦନା]

୧. ବାଡ଼ି ଅଅଁଳା ଗୁଳ୍ମ —୧. Sida
୨. ବଳା ଚତୁଷ୍ଟୟ (ଦେଖ) - ୨. Baḻā chatushṭaya (See)

ବଳାପନ୍ତି ଫଳବତୀ ପ୍ରଫୁଲ୍ଲ ସେବତୀ ବତିଶି ଲକ୍ଷଣା ଦେଖ ବିହରେ ପାର୍ବତୀ ଭଞ୍ଜ ବୈଦେହୀଶବିଳାସ

୨. ଯୁଦ୍ଧ ବିଦ୍ୟାବିଶେଷ —୨. An art of war.
୩. ଅସ୍ତ୍ରବିଦ୍ୟାବିଶେଷ; (ତାଡ଼ାବଧ ସମୟରେ ବିଶ୍ୱାମିତ୍ର ଶ୍ରୀରାମଙ୍କ ଏହି ମନ୍ତ୍ର ପ୍ରଦାନ କରିଥିଲେ) —୨. A kind of incantation.
୪. ସାନ ଭଉଣୀ (ହିନ୍ଦୀ - ଶ.) — ୪. Younger sister.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳୟ)[ସମ୍ପାଦନା]

୧. ଗୋଡ଼ର ଗଣ୍ଠି ତଳେ ପିନ୍ଧା— ଯିବା ଅଳଙ୍କାର —୧. Anklet.

ଚରଣକେ ବଳା ପଟେ, ନାଦ ପ୍ରକଟନ ଭଞ୍ଜ ଲାବଣ୍ୟବତୀ

୨. ମୁଦିୟା; ଧାତୁ ବଳୟ —୧. A metal
୩. ସ୍ତ୍ରୀକରଭୂଷଣ —୩. Bracelet; bangle.
୪. ଶଗଡ଼ଚକର ଲାହିର ଚାରି ପାଖେ ବୁଲିଥିବା ଲୌହ —୪. An iron plate surrounding the knob of a cart wheel.
୫. ବଳିବା କ୍ରିୟା — ୫. Act of rolling up a thing.
୬. (ସଂସ୍କୃତ - ବାଳ) ବାଳକ; ସନ୍ତାନ; ପୁତ୍ର —୬. Son.

ନ ହେବାରୁ ପୁତ୍ର ବଳା ରାଜନରେ ରାଜା କଲେ ନିମଡୋହି - ଟୀକା ଗୋବିନ୍ଦ ଚନ୍ଦ୍ର, ବିପ୍ର ଯୋଗୀନ୍ଦ୍ର
ତୋ ମାଆର ତୁ ଏକୋଇ ବଳା ଯେଣୁ ତୁ ଆସିଛୁ ତେଣିକି ପଳା ତେନ୍ତୁଳିଆ ବିଛା ପ୍ରତି ପ୍ରଯୁକ୍ତ ଶିଶୁବଚନ

ପ୍ରାଦେଶିକ - (ଭଦ୍ରଖ) ବିଶେଷ୍ୟ -[ସମ୍ପାଦନା]

ଡାବଲର ଦୁଇ ମୁଣ୍ଡରେ ଥିବା ଦଉଡ଼ିର ବଳା ଯାଇଥିବା ମୁଠା —The two knobbed ends of the stick with which the game of Ḍābaḻa puā is played.

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -[ସମ୍ପାଦନା]

ହାତରେ ପିନ୍ଧାଯିବା ସୁନା ରୂପାର ପଇଞ୍ଚି —An ornament of gold or silver for the wrist.

ପ୍ରାଦେଶିକ - (ଯାଜପୁର ଓ ବାଲେଶ୍ୱର) ବିଶେଷ୍ୟ - (ଢୁଳ. ବଙ୍ଗାଳୀ - ବାଲା)[ସମ୍ପାଦନା]

ସ୍ତ୍ରୀଙ୍କ ହାତରେ ପିନ୍ଧାଯିବା ସରୁଆ ଖଡ଼ୁ —Thin bracelet worn by women.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ବାଗି —Bubo.