ବାବା

ଉଇକିଅଭିଧାନ‌ରୁ

ବାବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ବୈଦେଶିକ - ବିଶେଷ୍ୟ - ପୁଂ. (ତୁରଷ୍କ ଦେଶୀୟ ଭାଷା)[ସମ୍ପାଦନା]

୧. ବାପ (ଦେଖ) - ୧. Bāpa (See)
୨. (ପୁଂ ଓ ସ୍ତ୍ରୀ) (ଆୟାମାନଙ୍କ ଭାଷା) ସାହେବମାନଙ୍କ ଶିଶୁ ସନ୍ତାନ —୨. A genetic name for European children.

(ଯଥା—ମିସୀ ବାବା, ଜନ୍ ବାବ)

୩. ସାଧୁ ସନ୍ନ୍ୟାସୀଙ୍କ ନାମ ପରେ ସ୍ନେହସୂଚକ ଉପାଧି — ୩. An affectionate title added to the name of a recluse.

(ଯଥା—ସତ୍ୟ ମହିମାଧର୍ମୀ ବ୍ରହ୍ମ ଅବଧୂତ ବିଶ୍ୱନାଥ ବାବା)

ଅନୁବାଦ[ସମ୍ପାଦନା]

[ସମ୍ପାଦନା]

୧. ପିତାଙ୍କ ପ୍ରତି ସମ୍ୱୋଧନ —୧. Papa.
୨. ଗୁରୁଜନଙ୍କ ପ୍ରତି ସମ୍ୱୋଧନ —୨. (Used in addressing elders) Father !
୩. ବାବାଜିମାନଙ୍କ ପ୍ରତି ସମ୍ୱୋଧନ —୩. Used in addressing ascetics and religious people—(similar to the Reverend).
୪. ଆପଣାଠାରୁ ଅଳ୍ପ ବୟସ୍କ ବ୍ୟକ୍ତିଙ୍କୁ ଓ ପୁତ୍ରସ୍ଥାନୀୟ ବ୍ୟକ୍ତିଙ୍କୁବାତ୍ସଲ୍ୟସୂଚକ ସମ୍ୱୋଧନ —୪. An address of affection applied to one's youngers.