ବାରା
ଦେଖଣା
ବାରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବରାହ; ବାରାଦ୍)
[ସମ୍ପାଦନା]- ୧. ବାର୍ହା (ଦେଖ) - ୧. Bārhā (See)
- ୨. (ଜାହାଜିଆ ଭାଷା) ପୋତାଶ୍ରୟ —୨. harbour.
=== ବୈଦେଶିକ - ବିଶେଷ୍ୟ - (ଇଂ ବାର୍)
ନଈମୁହାଣରେ ଥିବା ବାଲିଚର — bar; a bank of sand at the mouth of a navigable river.
ସେହି ଶେଷ ରାତି ବାଲେଶ୍ୱର ବାରାରେ ପହଞ୍ଚି ଥାନ୍ତା ଫକୀରମୋହନ. ଗଳ୍ପସ୍ୱଳ୍ପ