ବିପ୍ଳବ

ଉଇକିଅଭିଧାନ‌ରୁ

ସଂସ୍କୃତ (ବିଶେଷ୍ୟ)[ସମ୍ପାଦନା]

  • ବିବାଦ; ତକରାର
  • ବିନାଶ
  • ଭୟ ପ୍ରଦର୍ଶନ
  • ଲୁଟପାଟ; ଲୁଣ୍ଠନ
  • ବିଦ୍ରୋହ
  • ଅରାଜକତା
  • ଉପଦ୍ରବ
  • ଦେଶ ଲୁଣ୍ଠନ
  • ଭୟପ୍ରାପ୍ତି
  • ଗୋଳମାଳ
  • ପ୍ରଜାମେଳି; ରାଜ୍ୟ ମଧ୍ୟରେ ପ୍ରଜାଙ୍କ ଜନିତ ଅଶାନ୍ତି
  • କଷ୍ଟ; କ୍ଳେଶ
  • ବିପଦ; ଆପଦ
  • ପାପ
  • ଅପରାଧ
  • ଦୁଷ୍ଟତା
  • ହଠଯୁଦ୍ଧ
  • ଭଙ୍ଗୀ
  • ପରଚକ୍ରଭୟ; ପରରାଷ୍ଟ୍ରଦ୍ଵାରା ରାଜ୍ୟରେ ଘଟିବା ଅଶାନ୍ତି
  • ନୌକା ଡୁବୀ
  • ବଢି; ବନ୍ୟା
  • ଘୋଡାର ଖୁବ୍ ବେଗରେ ଦୌଡ
  • ଶାନ୍ତିଭଙ୍ଗ; ଫଉଜଦାରୀ; ଦଙ୍ଗାହେଙ୍ଗାମା