Jump to content

ବିବଦ୍ଧ

ଉଇକିଅଭିଧାନ‌ରୁ

ବିବଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ବଧ ଧାତୁ+କର୍ମ. ତ)[ସମ୍ପାଦନା]

୧. ଆବଦ୍ଧ —୧. Fastened; tied.
୨. ବ୍ୟାହତ — Obstructed; stopped (Apte).



ବିବଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ବନ୍ଧ୍ ଧାତୁ+କରଣ ଅ)[ସମ୍ପାଦନା]

୧. ବ୍ୟାଧ; ରୋଗ —୧. Disease; illiness.
୨. କୋଷ୍ଠବଦ୍ଧ ରୋଗ —୨. Constipation; costivenss.
୩. ମଳମୂତ୍ରରୋଧ ରୋଗ —୩. Stoppage of urine and stools.
୪. ବାଧା —୪. Obstruction (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବନ୍ଧନ —Tying.

(ଉ—ବୋଲୁ ଏମନ୍ତ ସୁଭିଲା, ବିବଦ୍ଧ ୘ୃତେ ଲୋଭିଲା ଭଞ୍ଜ. ବୈଦେହୀଶବିଳାସ)

ଦେଶଜ - ବିଶେଷଣ -[ସମ୍ପାଦନା]

ମୁକୁଳା (ଦେଖ) - — Untied; let loose.

(ଉ—ବର୍ଣ୍ଣନୁ ଥାଇଟି ଚାରୁ— ଚିକୁର, ବିବଦ୍ଧ ଯା ସମ ଶ୍ୟାମଚମର ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ)