Jump to content

ମୁକୁଳା

ଉଇକିଅଭିଧାନ‌ରୁ

ମୁକୁଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମକ୍ତ)

[ସମ୍ପାଦନା]
୧. ଖାଲି; ଜନଶୂନ୍ୟ (ଘର) — ୧. Empty; untenanted.
୨. ଖୋଲା; ଯେଉଁ ସ୍ଥାନକୁ କୌଣସି ଦ୍ରବ୍ୟ ଆଦି ଅଧିକାର କରି ନ ଥାଏ —୨. Unoccupied (space or place); open; bere.
୩. କବାଟ ବନ୍ଦ ହୋଇ ନ ଥିବା (ଘର) — ୩. (House) With the door open.
୪. ମୁକ୍ତ; ଉନ୍ନୁକ୍ତ —୪. Released; freed.
୫. ସାହା ଖରଚୀ; ମୁକ୍ତ ହସ୍ତ —୫. Spendthrift.
୬. ସରଳ; ଯେ ଗୁପ୍ତ କଥାକୁ ଲୁଚାଇ ରଖି ନ ପାରେ — ୬. Frank. Plain—spoken.
୭. ଅସାବଧାନ; ଅସତର୍କ —୭. Unwary; careless.
୮. ମୁକୁଳ (ଦେଖ) - —୮. Mukula (See).