ବିଶିଷ୍ଟ

ଉଇକିଅଭିଧାନ‌ରୁ

ସଂସ୍କୃତ (ବିଶେଷଣ)[ସମ୍ପାଦନା]

  • ଯୁକ୍ତ; ମିଳିତ
  • ବିଚକ୍ଷଣ; ବିଲକ୍ଷଣ; ଉତ୍କୃଷ୍ଟ
  • ଅସାଧାରଣ; ଅନନ୍ୟସାଧାରଣ
  • ଭିନ୍ନ
  • ପ୍ରସିଦ୍ଧ; ଖ୍ୟାତ
  • ଉଲ୍ଲେଖଯୋଗ୍ୟ
  • ସିଦ୍ଧ
  • ଶ୍ରେଷ୍ଠ
  • ଅସାଧାରଣ ଗୁଣଯୁକ୍ତ
  • ଯଥେଷ୍ଟ
  • ଅତ୍ୟନ୍ତ ଶିଷ୍ଟ
  • ସ୍ମରଣୀୟ
  • ଜ୍ଞାନୀ; ପଣ୍ତିତ

ସଂସ୍କୃତ (ବିଶେଷ୍ୟ)[ସମ୍ପାଦନା]

  • ବିଷ୍ଣୁବିଶିଷ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ବି+ଶିଷ୍ ଧାତୁ=ବିଶେଷ କରିବା+କର୍ତ୍ତୃ. ତ)[ସମ୍ପାଦନା]

୧. ଯୁକ୍ତ; ମିଳିତ —୧. Connected; joined.


ବିଶିଷ୍ଟତା, ବିଶିଷ୍ଟତ୍ୱ, ବୈଶିଷ୍ଟ୍ୟବିଶେଷ୍ୟ

୨. ବିଚକ୍ଷଣ; ବିଲକ୍ଷଣ; ଉତ୍କୃଷ୍ଟ ୨. Excellent.
୩. ଅସା— ଧାରଣ; ଅନନ୍ୟସାଧାରଣ —୩. Extraordinary; uncommon.
୪. ଭିନ୍ନ —୪. Separate; distinct.
୫. ପ୍ରସିଦ୍ଧ; ଖ୍ୟାତ —୫. Celebrated; renowned.
୬. ଉଲ୍ଲେଖଯୋଗ୍ୟ —୬. Worth mention.
୭. ସିଦ୍ଧ —୭. Effected; accomplished.
୮. ଶ୍ରେଷ୍ଠ — ୮. Eminent.
୯. ଅସାଧାରଣ ଗୁଣଯୁକ୍ତ —୯. Special; peculier.
୧. ଯଥେଷ୍ଟ —୧୦. Sufficient.
୧୧. ଅତ୍ୟନ୍ତ ଶିଷ୍ଟ —୧୧. Very gentle.
୧୨. ସ୍ମରଣୀୟ —୧୨. Memorable.
୧୩. ଜ୍ଞାନୀ; ପଣ୍ଡିତ — ୧୩. Wise; learned.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବିଷ୍ଣୁ —A name of Bishṇu.