ଶିକ୍ଷା
ଦେଖଣା
- ଅଧ୍ୟୟବ
- ବିଦ୍ୟାଳୟରେ ବା ଗୁରୁଙ୍କ ନିକଟରେ ବିଦ୍ୟାଭ୍ୟାସ
- ଦମନ; ଶାସନ
- ଜ୍ଞାନ ଲାଭ
- ଉପଦେଶ
- ଅନୁଶୀଳନ; ଅଭ୍ୟାସ
- ବିନୟ
- ଦକ୍ଷତା; ନିପୁଣତା
- କର୍ମ ସାଧନାର୍ଥ ଇଛା
- ଦଣ୍ତ
- ଉଚ୍ଚାରଣ ବୋଧକ ବେଦାଙ୍ଗ ବିଶେଷ
- ଦଶମଳ୍ଳର ଅନ୍ତର୍ଗତ ବୃକ୍ଷବିଶେଷ; ଶ୍ୟୋନାକ; ପଣପଣା
- କାରାବାସ, ଅର୍ଥଦଣ୍ତ ଆଦି ରାଜଦଣ୍ତ
- କାରାଗାର; ଜେଲ୍ଶିକ୍ଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶିକ୍ଷ୍ ଧାତୁ+ଭାବ. ଅ+ଅ)
[ସମ୍ପାଦନା]- ୧. ଅଧ୍ୟୟନ — ୧. Reading; learning; studying.
- ୨. ବିଦ୍ୟାଳୟରେ ବା ଗୁରୁଙ୍କ ନିକଟରେ ବିଦ୍ୟାଭ୍ୟାସ — ୨. Studying in a school or under a preceptor.
- ୩. ଦମନ; ଶାସନ —୩. Subduing; subjugating; controlling; ruling.
- ୪. ଜ୍ଞାନ ଲାଭ — ୪. Acquisition of knowledge.
- ୫. ଉପଦେଶ —୫. Advice; precept; instruction.
- ୫. ଅନୁଶୀଳନ; ଅଭ୍ୟାସ —୫. Tarining;exercise.
- ୬. ବିନୟ —୬. Humility.
- ୭. ଦକ୍ଷତା; ନିପୁଣତା —୭. Skill; art.
- ୮. କର୍ମ— ସାଧନାର୍ଥ ଇଚ୍ଛା —୮. Wish to accomplish (M.W.)
- ୯. ଦଣ୍ଡ —୯. Chastisement; punishment (M.W.)
- ୧. ଉଚ୍ଚାରଣ ବୋଧକ ବେଦାଙ୍ଗ ବିଶେଷ —୧୦. The science which teaches proper articulation of vedic texts; a branch of the Bedas dealing with pronunciation.
[ଦ୍ରଷ୍ଟବ୍ୟ —ଏହା ଛଅ ବେଦାଙ୍ଗ ମଧ୍ୟରୁ ଏକତମ, ଏଥିରେ ବେଦମାନଙ୍କର ବର୍ଣ୍ଣ, ସ୍ୱର, ମାତ୍ରା ଆଦିର ନିରୂପଣ ଅଛି ଓ ଏଥିରେ ମନ୍ତ୍ରମାନଙ୍କୁ ଠିକ୍ ମତେ ଉଚ୍ଚାରଣ କରିବା ବିଷୟ ଶିକ୍ଷା ଦିଆ ଯାଇଅଛି;
ଏହା ବେଦର ବ୍ରାହ୍ମଣଭାଗରେ ଓ ପ୍ରାତିଶାଖ୍ ସୂତ୍ରରେ ଅଛି]
- ୧୧. ଦଶମଳର ଅନ୍ତର୍ଗତ ବୃକ୍ଷବିଶେଷ; ଶ୍ୟୋନାକ; ପଣପଣା —୧୧. Bignonia Indica; Orocylum Indicum; Colosanthus Indica.
ପ୍ରାଦେଶିକ - (ଗଞ୍ଜାମ) ବି—(ତୁଳ ହିନ୍ଦିରେ ଏହି ଅର୍ଥରେ ଏହି ଶବ୍ଦର ପ୍ରୟୋଗ)
[ସମ୍ପାଦନା]- ୧. କାରାବାସ ଅର୍ଥଦଣ୍ଡ ଆଦି ରାଜଦଣ୍ଡ — ୧. Punishment meted out to criminals.
- ୨. କାରାଗାର; ଜେଲ୍ —୨. jail.