ଶିକ୍ଷା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅଧ୍ୟୟବ
  • ବିଦ୍ୟାଳୟରେ ବା ଗୁରୁଙ୍କ ନିକଟରେ ବିଦ୍ୟାଭ୍ୟାସ
  • ଦମନ; ଶାସନ
  • ଜ୍ଞାନ ଲାଭ
  • ଉପଦେଶ
  • ଅନୁଶୀଳନ; ଅଭ୍ୟାସ
  • ବିନୟ
  • ଦକ୍ଷତା; ନିପୁଣତା
  • କର୍ମ ସାଧନାର୍ଥ ଇଛା
  • ଦଣ୍ତ
  • ଉଚ୍ଚାରଣ ବୋଧକ ବେଦାଙ୍ଗ ବିଶେଷ
  • ଦଶମଳ୍ଳର ଅନ୍ତର୍ଗତ ବୃକ୍ଷବିଶେଷ; ଶ୍ୟୋନାକ; ପଣପଣା

ବିଶେଷ୍ୟ (ପ୍ରଦେଶିକ)[ସମ୍ପାଦନା]

  • କାରାବାସ, ଅର୍ଥଦଣ୍ତ ଆଦି ରାଜଦଣ୍ତ
  • କାରାଗାର; ଜେଲ୍ଶିକ୍ଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ଶିକ୍ଷ୍ ଧାତୁ+ଭାବ. ଅ+ଅ)[ସମ୍ପାଦନା]

୧. ଅଧ୍ୟୟନ — ୧. Reading; learning; studying.
୨. ବିଦ୍ୟାଳୟରେ ବା ଗୁରୁଙ୍କ ନିକଟରେ ବିଦ୍ୟାଭ୍ୟାସ — ୨. Studying in a school or under a preceptor.
୩. ଦମନ; ଶାସନ —୩. Subduing; subjugating; controlling; ruling.
୪. ଜ୍ଞାନ ଲାଭ — ୪. Acquisition of knowledge.
୫. ଉପଦେଶ —୫. Advice; precept; instruction.
୫. ଅନୁଶୀଳନ; ଅଭ୍ୟାସ —୫. Tarining;exercise.
୬. ବିନୟ —୬. Humility.
୭. ଦକ୍ଷତା; ନିପୁଣତା —୭. Skill; art.
୮. କର୍ମ— ସାଧନାର୍ଥ ଇଚ୍ଛା —୮. Wish to accomplish (M.W.)
୯. ଦଣ୍ଡ —୯. Chastisement; punishment (M.W.)
୧. ଉଚ୍ଚାରଣ ବୋଧକ ବେଦାଙ୍ଗ ବିଶେଷ —୧୦. The science which teaches proper articulation of vedic texts; a branch of the Bedas dealing with pronunciation.

[ଦ୍ରଷ୍ଟବ୍ୟ —ଏହା ଛଅ ବେଦାଙ୍ଗ ମଧ୍ୟରୁ ଏକତମ, ଏଥିରେ ବେଦମାନଙ୍କର ବର୍ଣ୍ଣ, ସ୍ୱର, ମାତ୍ରା ଆଦିର ନିରୂପଣ ଅଛି ଓ ଏଥିରେ ମନ୍ତ୍ରମାନଙ୍କୁ ଠିକ୍ ମତେ ଉଚ୍ଚାରଣ କରିବା ବିଷୟ ଶିକ୍ଷା ଦିଆ ଯାଇଅଛି;

ଏହା ବେଦର ବ୍ରାହ୍ମଣଭାଗରେ ଓ ପ୍ରାତିଶାଖ୍ ସୂତ୍ରରେ ଅଛି] 

୧୧. ଦଶମଳର ଅନ୍ତର୍ଗତ ବୃକ୍ଷବିଶେଷ; ଶ୍ୟୋନାକ; ପଣପଣା —୧୧. Bignonia Indica; Orocylum Indicum; Colosanthus Indica.

ପ୍ରାଦେଶିକ - (ଗଞ୍ଜାମ) ବି—(ତୁଳ ହିନ୍ଦିରେ ଏହି ଅର୍ଥରେ ଏହି ଶବ୍ଦର ପ୍ରୟୋଗ)[ସମ୍ପାଦନା]

୧. କାରାବାସ ଅର୍ଥଦଣ୍ଡ ଆଦି ରାଜଦଣ୍ଡ — ୧. Punishment meted out to criminals.
୨. କାରାଗାର; ଜେଲ୍ —୨. jail.