ବିସିନୀ
ଦେଖଣା
ବିସିନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବିସ=ମୃଣାଳ+ଅଛିଅର୍ଥେ ଇନ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ପଦ୍ମିନୀ; ମୃଣାଳିନୀ — ୧. A lotus with the stalk.
- ୨. ସୁନ୍ଦରୀ କ୍ଷୀଣଦେହା ସ୍ତ୍ରୀ —A beautiful and slender-bodied lady.
ଦେଶଜ - ବିଶେଷ୍ୟ - ଓ ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ବିସନି (ଦେଖ) - — Bisani (See)
[ଉ— ମିସ ଘସି ଥିବା ବିସିନୀ ଯେସନ, କରୁଥାଏ ଦନ୍ତ୍ୟବର୍ଣ୍ଣ ଉଚ୍ଚାରଣ ରାଧାନାଥ, ଦରବାର]