ବେଣୁ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବାଉଁଶ
  • ସରୁ ବାଉଁଶ; ବେଲିଙ୍ଗି ବାଉଁଶ
  • ବଂଶୀ
  • ନୃପବିଶେଷ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବେଣୁଧର ନାମକ ବ୍ୟକ୍ତିକୁ ଡାକିବା ନାମ
  • ବେରୁଆଁବେଣୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

(ଅଜ୍ ଧାତୁ=ଗମନ କରିବା+କର୍ତ୍ତୃ. ନୁ; ନିପାତନ କିମ୍ୱା ବନ୍ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଉ; ନିପାତନ)

୧. ବାଉଁଶ —୧. Bamboo.
୨. ସରୁ ବାଉଁଶ; ବେଲିଙ୍ଗି ବାଉଁଶ —୨. A slender species of bamboo.
୩. ବଂଶୀ —୩. Flute; pipe; fife.
୪. ନୃପବିଶେଷ —୪. Name of a king.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବେରୁଆଁ (ଦେଖ) - —୧. Beruāñ (See)
୨. ବେଣୁଧର ନାମକ ବ୍ୟକ୍ତିକୁ ଡ଼ାକିବା ନାମ —୨. Name for calling Beṇudhara.