ବେଣୁ
ଦେଖଣା
- ବାଉଁଶ
- ସରୁ ବାଉଁଶ; ବେଲିଙ୍ଗି ବାଉଁଶ
- ବଂଶୀ
- ନୃପବିଶେଷ
- ବେଣୁଧର ନାମକ ବ୍ୟକ୍ତିକୁ ଡାକିବା ନାମ
- ବେରୁଆଁବେଣୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ଅଜ୍ ଧାତୁ=ଗମନ କରିବା+କର୍ତ୍ତୃ. ନୁ; ନିପାତନ କିମ୍ୱା ବନ୍ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଉ; ନିପାତନ)
- ୧. ବାଉଁଶ —୧. Bamboo.
- ୨. ସରୁ ବାଉଁଶ; ବେଲିଙ୍ଗି ବାଉଁଶ —୨. A slender species of bamboo.
- ୩. ବଂଶୀ —୩. Flute; pipe; fife.
- ୪. ନୃପବିଶେଷ —୪. Name of a king.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବେରୁଆଁ (ଦେଖ) - —୧. Beruāñ (See)
- ୨. ବେଣୁଧର ନାମକ ବ୍ୟକ୍ତିକୁ ଡ଼ାକିବା ନାମ —୨. Name for calling Beṇudhara.