ବେଣ୍ଟି

ଉଇକିଅଭିଧାନ‌ରୁ

ବେଣ୍ଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଷ୍ଟନୀ)[ସମ୍ପାଦନା]

ପ୍ରାଚୀନ ହିନ୍ଦୁମାନଙ୍କ ମୁଣ୍ଡ ମଝିରେ ଥିବା ଦୀର୍ଘ କେଶଗୁଚ୍ଛର ଚାରି ପାଖରେ ରଖାଯାଇଥିବା କ୍ଷୁଦ୍ର କେଶମାନଙ୍କ ବେଷ୍ଟନୀ —A fringe of short hair left round the top-knot of Hindus

ପ୍ରାଦେଶିକ - (କଟକ) ବିଶେଷ୍ୟ -[ସମ୍ପାଦନା]

ମେଞ୍ଚା (ଦେଖ) - — Meṇṭā (See).

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

କୁଟା ବା ଘାସର ଦଉଡ଼ା —Rope made of hay orstraw.

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

୧. ଆନ ହଳା ବାନ୍ଧି ଖଳାକୁ ଆଣିବା ଦଉଡ଼ି —୧. Rope for tying sheaves of paddy to be brought to the threshing floor from the field.
୨. ତୁତୁଖ ବା ଓଳିଆ ବାନ୍ଧିବା ପାଇଁ ପାଳନିର୍ମିତ ଦଉଡ଼ି (ଯେଉଁ ଦଉଡ଼ି କୁଣ୍ଡଳାକାରରେ ଓଳିଆର ଚାରିପାଖରେ ବୁଲେ) —୩. The
rope of straw wound round the straw packets in which paddy and other grains are stored.