ବେବସ୍ତା
ବ୍ୟବସ୍ଥା (ଦେଖ) - Byabasthā (See)
[ଉ—ତୋହର ପ୍ରଶନ ବେବସ୍ଥା—ଯଶୋବନ୍ତ, ପ୍ରେମ— ଭକ୍ତି ବ୍ରହ୍ମଗୀତା ]
[ଉ—ତିନିଭୁବନର ବେବସ୍ଥା, ଶୁଣ କହିବା ତହିଁ କଥା—ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ]