ବ୍ୟବସ୍ଥା
ଦେଖଣା
- ବନ୍ଦୋବସ୍ତ
- ପଦ୍ଧତି
- ପୃଥକ୍ ପୃଥକ୍ ସ୍ଥାପନ
- ବିଧି; ବିଧାନ; ନିୟମ
- ଆଇନ୍
- କାନୁନ୍
- ଶାସ୍ତ୍ରୀୟବିଧି
- ସାମାଜିକ ନିୟମ
- ଆଦେଶ
- ସ୍ଥିତି
- ଅବସ୍ଥା
- ସ୍ଥିରତା
- ବିଚାର; ବିବେଚନା
- ଆଚରଣ
- ଅବସ୍ଥା
- ବ୍ୟବସ୍ଥାପତବ୍ୟବସ୍ଥା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ)
[ସମ୍ପାଦନା]- ୧. ବନ୍ଦୋ— ବସ୍ତ —୧. Arrangement.
- ୨. ପଦ୍ଧତି — ୨. Method; mode.
- ୩. ପୃଥକ୍ ପୃଥକ୍ ସ୍ଥାପନ — ୩. Placing things separately.
- ୪. ବିଧ; ବିଧାନ; ନିୟମ —୪. Rule; formula.
- ୫. ଆଇନ୍ — ୫. Law; a rule of law; ordinance.
- ୬. କାନୁନ୍ —୬. Regulation.
- ୭. ଶାସ୍ତ୍ରୀୟବିଧ — ୭. A precept enjoined by the scriptures.
- ୮. ସାମାଜିକ ନିୟମ —୮. A rule of society.
- ୯. ଆଦେଶ —୯. Order; precept; injunction; decree; prescription.
- ୧. ସ୍ଥିତି —୧୦. Situation.
- ୧୧. ଅବସ୍ଥା —୧୧. State; condition.
- ୧୨. ସ୍ଥିରତା —୧୨. Firmness; certainty.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିଚାର; ବିବେଚନା —୧. Consideration.
(ଉ—ଏଣୁ ଭଲ ମନ୍ଦରେ ନାହିଁ ତୋ ବ୍ୟବସ୍ଥା—କୃଷ୍ଣସିଂହ. ମହାଭାରତ. ବନ)
- ୨. ଆବରଣ —୨. Conduct.
(ଉ—ବିତୁଳ ତେବେ ମଜ୍ଜି ଅର୍ଣ୍ଣିବେ ପୁଣିହିଁ ସେ ଅବସ୍ଥା—ଭଞ୍ଜ. ବେଦେହୀଶ— ବିଳାସ)
- ୩. ଅବସ୍ଥା —୩. State; condition.
(ଉ—ଏବେ ହୋ ଶୁଣ ମହାରଥା ତୋ ତାତ ଜନନୀ ବ୍ୟବସ୍ଥା—ଜଗନ୍ନାଥ. ଭାଗବତ)
- ୪. ବ୍ୟବସ୍ଥାପତ — ୪. Prescription.