ବେଲିହା
ଦେଖଣା
ବେଲିହା
ଉଚ୍ଚାରଣ
[ସମ୍ପାଦନା][ବେଲେଈ(ହୀ)—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ବେହେଲ; ଥଟ୍ଟିଲ —୧. Jestive; sportive.
- ୨. ଯେ ଛଟା ଗାଳେ —୨. Feigning.
- ୩. ରସିକ — ୩. Gallant.
ବେଲିହା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ବେଲ (ଦେଖ) - —Beli (See)
ଦେଶଜ - ବିଶେଷଣ -
[ସମ୍ପାଦନା]ବେଲିଆ (ଦେଖ) - — Beliā (See)