ବୈଷିମ

ଉଇକିଅଭିଧାନ‌ରୁ

ବୈଷିମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଷ୍ଟଁ (ଷ୍ଟେଁ)ବ, ବୈଷ୍ଟମ, ବୈଷ୍ଣମ, ବୈଷ୍ଣମ, ବୈଷୁମଅନ୍ୟରୂପ

ବୈଷ୍ଟମାଣୀ, ବୈଷ୍ଟଁବାଣୀ, ବୈଷ୍ଣମାଣୀ, ବୈଷ୍ଣେବା(ମା)ଣୀ, ବଇଷି(ଷୁ)ମାଣୀ, ବୈଷି(ଷୁ)ମାଣୀସ୍ତ୍ରୀ

ଗ୍ରାମ୍ୟ. ବିଶେଷ୍ୟ - (ସଂସ୍କୃତ - ବୈଷ୍ଣବ)[ସମ୍ପାଦନା]

୧. ବୈଷ୍ଣବ (ଦେଖ) - — B&aline;iline;shṇaba (See).
୨. ବୈଷ୍ଣବ ନାମକ ବ୍ୟକ୍ତିକୁ ଡାକିବା ନାମ —୨. Name for calling a person named B&aline;i̱shṇaba.

=== ସଂସ୍କୃତ - ବିଶେଷ୍ୟ - (ବିଷମ+ଅ)

ବୈଷମ୍ୟ (ଦେଖ) - — B&aline;i̱shamya (See).