ବ୍ୟଞ୍ଜନ

ଉଇକିଅଭିଧାନ‌ରୁ

ସଂସ୍କୃତ (ବିଶେଷ୍ୟ)[ସମ୍ପାଦନା]

  • ବୈଶିଷ୍ଟ୍ୟ ବୋଧକ ଲକ୍ଷଣ; ଚିହ୍ନ
  • ପୁରୁଷ ଓ ସ୍ତ୍ରୀମାନଙ୍କର ପ୍ରଭେଦଜ୍ଞାପକ ଚିହ୍ନ
  • କ ଠାରୁ ହ ପର୍ଯ୍ୟନ୍ତ ଏହି ୩୩ଟି ବର୍ଣ୍ଣ
  • ଅନ୍ନ ଭୋଜନର ସହାୟକ; ତରକାରୀ; ସୂପ ଶାକାଦି
  • ଅବୟବ; ଅଙ୍ଗ
  • ତଳିପେଟର ନିମ୍ନ ସ୍ଥାନ; ଉପସ୍ଥ
  • ସିଦ୍ଧ ଭୋଜ୍ୟ ସାମଗ୍ରୀ
  • ବ୍ୟକ୍ତ ହେବାର କରିବାର କ୍ରିୟାବ୍ୟଞ୍ଜନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବି+ଅନଜ୍ ଧାତୁ+କରଣ ଅନ; ଯାହାଦ୍ୱାରା କୌଣସି ବିଷୟ ପ୍ରକାଶ ପାଏ)[ସମ୍ପାଦନା]

୧. ବୈଶିଷ୍ଟ୍ୟ ବୋଧକ ଲକ୍ଷଣ; ଚିହ୍ନ —୧. Distinctive sing or mark; token.
୨. ପୁରୁଷ ଓ ସ୍ତ୍ରୀମାନଙ୍କର ପ୍ରଭେଦଜ୍ଞାପକ ଚିହ୍ନ (ଯଥା—ପୁରୁଷର ଶ୍ମଶ୍ରୁ ଓ ସ୍ତ୍ରୀର ସ୍ତନ) —୨. Distinctive marks of the sexes.
୩. କ ଠାରୁ ହ ପର୍ଯ୍ୟନ୍ତ ଏହି ୩୩:ଟି ବର୍ଣ୍ଣ —୩. The consonants.

[ଦ୍ରଷ୍ଟବ୍ୟ — ଓଡ଼ିଆ ଭାଷାରେ ୪୯:ଟି ବର୍ଣ୍ଣର ବ୍ୟବହାର ହୁଏ

ସ୍ୱରବର୍ଣ୍ଣ ୧୩: +ବ୍ୟଞ୍ଜନ୩୩: +ଅଯୋଗବାଦ ୩=୪୯: ; ବର୍ଣ୍ଣମାନ ସ୍ୱର, ବ୍ୟଞ୍ଜନ ଓ ଅଯୋଗବାହ ଏହି ତିନି ଶ୍ରେଣୀରେ ବିଭକ୍ତଅଠାରୁ ଔ ପର୍ଯ୍ୟନ୍ତ ଏହି ୧୩:ଟି ବର୍ଣ୍ଣକୁ ସ୍ୱରବର୍ଣ୍ଣ ବୋଲାଯାଏ ସ୍ୱରବର୍ଣ୍ଣମାନ ଅନ୍ୟ ବର୍ଣ୍ଣର ସାହାର୍ଯ୍ୟ ବିନା ଉଚ୍ଚାରିତ ହୁଅନ୍ତି କ ଠାରୁ ହ ପର୍ଯ୍ୟନ୍ତ ୩୩:ଟି ବର୍ଣ୍ଣକୁ ବ୍ୟଞ୍ଜନ୍ୟ ବର୍ଣ୍ଣ ବୋଲାଯାଏ ସ୍ୱରବର୍ଣ୍ଣର ବିନା ସାହାର୍ଯ୍ୟରେ ଏହି ବର୍ଣ୍ଣମାନେ ଉଚ୍ଚାରିତ ହୋଇ ପାରନ୍ତି ନାହିଁ ଅନୁସାରେ, ବିସର୍ଗ ଓ ଚନ୍ଦ୍ରବିନ୍ଦୁକୁ କେହି କେହି ବ୍ୟଞ୍ଜନ ଓ କେହି କେହି ଅଯୋଗବାହ ବର୍ଣ୍ଣ କହନ୍ତି ଓ କେହି କେହି ଏ ୩କୁ ବର୍ଣ୍ଣ ମଧ୍ୟରେ ଗଣନା କରନ୍ତି ନାହିଁ ୩୩:ଟି ବ୍ୟଞ୍ଜନ ବର୍ଣ୍ଣ ୩ ଭାଗରେ ବିଭକ୍ତ ପ୍ରଥମ ୨୫:ଟି ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ ଯଥା—କ ବର୍ଗ (୫) , ଚ ବର୍ଗ (୫), ଟ ବର୍ଗ (୫), ତ ବର୍ଗ (୫) ଓ ପ ବର୍ଗ (୫); ୪ଟି ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ ଯଥା—ଯ, ର, ଳ, ବ; ୪ଟି ଉଷ୍ମବର୍ଣ୍ଣ ଯଥା— ଶ, ଷ, ସ, ହ ]

୪. ଅନ୍ନ ଭୋଜନର ସହାୟକ; ତରକାରୀ; ସୂପ ଶାକାଦି (ଯହିଁର ସାହାର୍ଯ୍ୟରେ ଅନ୍ନ ରୋଚକ ହୁଏ) —୪. Curry; sauce; stew.
୫. ଅବୟବ; ଅଙ୍ଗ (ହି . ଶ) —୫. Limb.
୬. ତଳିପେଟର ନିମ୍ନ ସ୍ଥାନ; ଉପସ୍ଥ (ହିନ୍ଦୀ - ଶ) —୬. The part of the body below the abdomen.
୭. ସିଦ୍ଧ ଭୋଜ୍ୟ ସାମଗ୍ରୀ (ହିନ୍ଦୀ - ଶ) —୭. Any boiled
food.

୮. (+ଭାବ, ଅନ) ବ୍ୟକ୍ତ ହେବାର ବା କରିବାର କ୍ରିୟା (ହିନ୍ଦୀ - ଶ) —୮. Manifestation.