ବ୍ୟବହାରକାରୀଙ୍କ ଆଲୋଚନା:Abha S Pradhan

Page contents not supported in other languages.
ଉଇକିଅଭିଧାନ‌ରୁ

ନମସ୍କାର Abha S Pradhan,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଆଶାକରେ ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଥିଲେ "ମୋ ଆଲୋଚନା " ରେ ମୋତେ ପଚାରି ପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୨୫, ୨୧ ଜୁନ ୨୦୧୬ (UTC)[reply]

ପ୍ରଥମ ଶବ୍ଦ - ଆଭା[ସମ୍ପାଦନା]

ଉଇକିଅଭିଧାନରେ ଅବଦାନ ପାଇଁ ଧନ୍ୟବାଦ । ଆପଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହାୟତା ନେଇ ନୂଆ ଶବ୍ଦ ଯୋଡ଼ି ପାରିବେ ଓ ଉନ୍ନତ କରିପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୩୨, ୨୧ ଜୁନ ୨୦୧୬ (UTC)[reply]