ବ୍ୟବହାରକାରୀଙ୍କ ଆଲୋଚନା:Ajaya Kumar sahoo(Muna)

Page contents not supported in other languages.
ଉଇକିଅଭିଧାନ‌ରୁ

ନମସ୍କାର Ajaya Kumar sahoo(Muna),

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ "ଆଲୋଚନା ସଭା"ରେ କିମ୍ବା odiawiki@gmail.com ଜରିଆରେ ଆମକୁ ପଚାରି ପାରିବେ ।

--Snip1 (ମୋ ଆଲୋଚନା) ୧୨:୦୦, ୨ ଅକ୍ଟୋବର ୨୦୨୨ (UTC)[reply]

ଗୁଡ଼ ଶବ୍ଦରେ ଆପଣଙ୍କ ବଦଳ[ସମ୍ପାଦନା]

ନମସ୍କାର ଅଜୟ ବାବୁ, ଉଇକିଅଭିଧାନରେ ଅବଦାନପାଇଁ ଆପଣଙ୍କ ଆଗ୍ରହ ପ୍ରସଂଶନୀୟ । ଗୁଡ଼ ଶବ୍ଦରେ ଆପଣ କରିଥିବା ବଦଳରେ କିଛି ତ୍ରୁଟି ରହିଛି । ଦୟାକରି ସଂପୂର୍ଣ୍ଣ ଲେଖାଟିକୁ ଆଉଥରେ ପଢନ୍ତୁ । ଯଦି ଶବ୍ଦାର୍ଥଗୁଡ଼ିକର ପୁନରାବୃତି ହେଉଛି ତେବେ, ତାକୁ ହଟେଇ ଦିଅନ୍ତୁ ।

ଧନ୍ୟବାଦ,

--Snip1 (ମୋ ଆଲୋଚନା) ୧୨:୦୭, ୨ ଅକ୍ଟୋବର ୨୦୨୨ (UTC)[reply]