ବ୍ୟବହାରକାରୀଙ୍କ ଆଲୋଚନା:Jagannath777

Page contents not supported in other languages.
ଉଇକିଅଭିଧାନ‌ରୁ

ନମସ୍କାର Jagannath777,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ "ଆଲୋଚନା ସଭା"ରେ କିମ୍ବା odiawiki@gmail.com ଜରିଆରେ ଆମକୁ ପଚାରି ପାରିବେ ।

--Snip1 (ମୋ ଆଲୋଚନା) ୧୭:୪୯, ୧ ଫେବୃଆରୀ ୨୦୨୨ (UTC)[reply]

ନୂଆ ଶବ୍ଦ - Posthumously[ସମ୍ପାଦନା]

ନମସ୍କାର Jagannath777 ବାବୁ ।
ଓଡ଼ିଆ ଉଇକିଅଭିଧାନରେ ଆପଣଙ୍କ ଆଗ୍ରହ ପାଇଁ ଅନେକ ଅନେକ ଧନ୍ୟବାଦ । ଆପଣ ଲେଖିଥିବା ଶବ୍ଦ Posthumouslyକୁ "ଉଇକିଅଭିଧାନ:ବଛା ଶବ୍ଦ/୨୦୨୨/ମାର୍ଚ୍ଚ"ରୁ ଶୀଘ୍ର ଲିଭେଇଦିଆ ଯିବ, କାରଣ ଏହିଶବ୍ଦଟି ପୂର୍ବରୁ ଉଇକିଅଭିଧାନରେ ନାହିଁ । ବ୍ୟସ୍ତ ହୁଅନ୍ତୁ ନାହିଁ, ଇଂରାଜୀ ଶବ୍ଦକୁ ଓଡ଼ିଆ ଉଇକିଅଭିଧାନରେ ରଖିବାରେ କୌଣସି ଅସୁବିଧା ନାହିଁ । ଆପଣ ପ୍ରଥମେ Posthumously ଶବ୍ଦଟିକୁ ଅଭିଧାନରେ ଯୋଡନ୍ତୁ; ତାପରେ ଶବ୍ଦଟିକୁ ଏଠାରେ (ଉଇକିଅଭିଧାନ:ବଛା ଶବ୍ଦ/ମତାମତ) ମନୋନୀତ କରନ୍ତୁ । ଯଦି ଚାହିଁବେ, ପୂର୍ବରୁ ଅଭିଧାନରେ ଥିବା କୌଣସି ଏକ ଶବ୍ଦକୁ ବି ମନୋନୀତ କରିପାରିବେ । ବର୍ତ୍ତମାନ ପାଇଁ ଆପଣଙ୍କ ଲିଖିତ ତଥ୍ୟଗୁଡ଼ିକୁ ଏଠାରେ (ବ୍ୟବହାରକାରୀ:Jagannath777/Posthumously) ରଖାଯାଇଅଛି । ଅନ୍ୟ କିଛି ପ୍ରଶ୍ନ ଥିଲେ "ଏଠାରେ (Reply/Edit କ୍ଲିକ କରି)" କିମ୍ବା "ଆଲୋଚନା ସଭାରେ" କିମ୍ବା "ମୋ ଆଲୋଚନା" ପୃଷ୍ଠାରେ ପଚାରିପାରିବେ । ଓଡ଼ିଆ ଉଇକିପିଡ଼ିଆର ସୋସିଆଲ ମିଡ଼ିଆ ପୃଷ୍ଠା ଗୁଡ଼ିକରେ ମଧ୍ୟ ଆପଣ ଯୋଗାଯୋଗ କରିପାରିବେ । ଧନ୍ୟବାଦ । --Snip1 (ମୋ ଆଲୋଚନା) ୧୮:୦୪, ୧ ଫେବୃଆରୀ ୨୦୨୨ (UTC)[reply]