ବ୍ୟବହାରକାରୀଙ୍କ ଆଲୋଚନା:Poilichhua Sitansu

Page contents not supported in other languages.
ଉଇକିଅଭିଧାନ‌ରୁ

ନମସ୍କାର Poilichhua Sitansu,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ "ଆଲୋଚନା ସଭା"ରେ କିମ୍ବା odiawiki@gmail.com ଜରିଆରେ ଆମକୁ ପଚାରି ପାରିବେ ।

--Snip1 (ମୋ ଆଲୋଚନା) ୨୩:୨୫, ୪ ଅଗଷ୍ଟ ୨୦୨୨ (UTC)[reply]

ନମସ୍କାର Poilichhua Sitansu, ସର୍ବ ପ୍ରଥମେ ମୁଁ ଆପଣଙ୍କ ଓଡ଼ିଆ ଉଇକିଅଭିଧାନ ପ୍ରତି ଆଗ୍ରହ ଏବଂ ଶ୍ରଦ୍ଧା ପାଇଁ ଅନେକ ସାଧୁବାଦ ଜଣାଉଛି । ଖଣ୍ଡାଏତଙ୍କ ବାବଦରେ ଏକ ସ୍ଵତନ୍ତ ଶବ୍ଦ ଖଣ୍ଡାଏତ ରହିଛି । ଏଣୁ ଖଣ୍ଡାଏତି ଜାଗିରିରେ ଏହାର ପୁନରାବୃତି କରିବା ଆବଶ୍ୟକ ନୁହେଁ । ଏଣୁ ଏହି ପୃଷ୍ଠାକୁ ମୁଁ ପୁରୁଣା ସଂସ୍କରଣକୁ ଫେରାଇନେଇଛି (ବଦଳ ସବୁ ଏଠାରେ ଦେଖିପାରିବେ) । ଏବଂ ଯଦି ଆପଣ ଏହି ବାବଦରେ ଅଧିକ ଆଲୋଚନା କରିବା ପାଇଁ ଚାହାନ୍ତି, ତେବେ ଆଲୋଚନା:ଖଣ୍ଡାଏତି ଜାଗିରିରେ କରିପାରିବେ ।

ଉଇକିଅଭିଧାନକୁ ଉନ୍ନତ କରିବାପାଇଁ ଆଗକୁବି ସହଯୋଗ ଆଶା କରୁଛି । ଧନ୍ୟବାଦ । -- Snip1 (ମୋ ଆଲୋଚନା) ୨୩:୩୫, ୪ ଅଗଷ୍ଟ ୨୦୨୨ (UTC)[reply]