ବ୍ୟବହାରକାରୀ:Psubhashish/errors
ଦେଖଣା
- ବହୁ ଶବ୍ଦର ପୃଷ୍ଠାନାମରେ ଅନାବଶ୍ୟକ ଭାବେ ବନ୍ଧନୀ ରହିଛି । ଯଥା: ମତାଲବି ପୃଷ୍ଠାର ନାମ ମ(ତା)ଲ(ବି) ଥିଲା ।
- ଉଇକି କୋଡ଼: ବୈଦେଶିକ ଶବ୍ଦ, ବିଶେଷ କରି ଆରବୀ ଶବ୍ଦରେ === ବୈଦେଶିକ - ବିଶେଷ୍ୟ (ଆରବୀ) ଏଭଳି ଶେଷରେ === ନାହିଁ ଫଳତଃ ବିଭାଗ ତିଆରି ହୋଇନାହିଁ ।
- ଆଇ.ପି.ଏ.ରେ ଅନେକ ସ୍ଥାନରେ ଭୁଲ ଭାବେ କନଭର୍ଟ ହୋଇଛି । ଯଥା: ନମ୍ୱରିଙ୍ଗ୍ ମେସିନ୍