ବ୍ୟାଘାତ

ଉଇକିଅଭିଧାନ‌ରୁ

ସଂସ୍କୃତ (ବିଶେଷ୍ୟ)[ସମ୍ପାଦନା]

  • ବାଧା; ବିଘ୍ନ; ପ୍ରତିବନ୍ଧକ
  • ରାହିତ୍ୟ
  • (ଜ୍ୟୋତିଷ) ୨୭ ଯୋଗ ମଧ୍ୟରୁ ଅଶୁଭ ସୂଚକ ତ୍ରୟୋଦଶ ଯୋଗ
  • ପ୍ରହାର; ଆଘାତ
  • କାବ୍ୟର ଅଳଙ୍କାର ବିଶେଷବ୍ୟାଘାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବି+ଆ+ହନ୍ ଧାତୁ+ଭାବ ଅ)[ସମ୍ପାଦନା]

୧. ବାଧା; ବିଘ୍ନ; ପ୍ରତିବନ୍ଧକ —୧. Obstruction; hind-rance.; obstacle.
୨. ରାହିତ୍ୟ —୨. Interrup-tion; stoppage; cessation.
୩. (ଜ୍ୟୋତିଷ)
୨୭: ଯୋଗ ମଧ୍ୟରୁ ଅଶୁଭ ସୂଚକ ତ୍ରୟୋଦଶ ଯୋଗ — ୩. (astrology) One of the ୨୭ astrological conjuctiors, the ୧st ୬ 'Daṇḍas' of which are inauspicious.

[ଦ୍ରଷ୍ଟବ୍ୟ —ଏ ଯୋଗ ପଡ଼ିଥିବା ଦିବସର ପ୍ରଥମ ୬ ଦଣ୍ଡ ପରିତ୍ୟାଗ କରି କୌଣସି ଶୁଭ କାର୍ଯ୍ୟରେ ହାତ ଦେବା ଉଚିତ]

୪. ପ୍ରହାର; ଆଘାତ —୪. Blow; stroke.
୫. କାବ୍ୟର ଅଳଙ୍କାର ବିଶେଷ — ୫. A figure of speech in rhetoric.

[ଦ୍ରଷ୍ଟବ୍ୟ — କୌଣସି ଉପାୟଦ୍ୱାରା ଗୋଟିଏ ବସ୍ତୁ ଯେଉଁ ଆକାର ପ୍ରାପ୍ତ ହୋଇଅଛି ବା ଯେଉଁ ଫଳ ଘଟିଅଛି ସେହି ଉପାୟଦ୍ୱାରା ଉକ୍ତ ବସତୁର ଭିନ୍ନ ଆକାରପ୍ରାପ୍ତିର ବା ଭିନ୍ନ ଫଳ ଘଟିବାର ବର୍ଣ୍ଣନା ରୂପ ଅଳଙ୍କାର, ଯଥା— ଯେଉଁ ପୁଷ୍ପାୟୁଧ ବିନ୍ଧିଲା ମୋ ହୃଦ ବିନ୍ଧୁଛି ସେହି ତା ହୃଦ, ମଣିଥିଲି ଯାକୁ ଅରି କରି, ଏବେ ସେ ମୋର ଇଷ୍ଟ ସୁହୃଦ ରାଧାନାଥ. ଯଯାତି ଏହିପରି ବର୍ଣ୍ଣନାକୁ ବ୍ୟାଘାତ ଅଳଙ୍କାର ବୋଲାଯାଏ ]