ଭଦ୍ର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • କ୍ଷେମ; ସୌଭାଗ୍ୟ
  • କୁଶଳ; କଲ୍ୟାଣ; ମଙ୍ଗଳ; ଶୁଭ
  • ଉତ୍ତମତା
  • ମହାଦେବ; ଶିବ
  • ବଳରାମ; ବଳଭଦ୍ର
  • ରାମାନୁଚର ବା ଦୂତ ବିଶେଷ
  • ଉତ୍ତର ଦିଗର ଦିଗଗଜ
  • ଘଞ୍ଜରୀଟ; ଖଞ୍ଜନପକ୍ଷୀ; କଜଳପାତି ଚଢେଇ
  • ଶ୍ରୀକୃଷ୍ଣଙ୍କ ଲୀଳାକାନନ; ବୃନ୍ଦାବନସ୍ଥ ଭଦ୍ରବନ
  • ବଳଦ
  • ଷଣ୍ଢ; ବୃଷଭ
  • ସାଧୁ; ଭଦ୍ର ସନ୍ତାନ
  • ବଂଶୋପାଧି ବିଶେଷ
  • ସୂବର୍ଣ୍ଣ
  • ଲୌହ
  • ନୀଳପଦ୍ମ
  • କଦମ୍ବ
  • ସ୍ନୁହୀ ଗଛ; ସିଝୁ ଗଛ
  • ମୁସ୍ତକ; ମୁଥା
  • ନାଗର ମୁଥା
  • ଇନ୍ଦ୍ରୟବ
  • ଦେବଦାରୁ
  • ବିଷ୍ଣୁଙ୍କର ଦକ୍ଷିଣ ପାର୍ଶ୍ଵସ୍ଥ ଦ୍ଵାରପାଳ
  • ସ୍ଵର ସାଧନର ପ୍ରଣାଳୀ ବିଶେଷ
  • ବଳରାମଙ୍କର ଏକ ସହୋଦର

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଉତ୍ତମ
  • ଶ୍ରେଷ୍ଠ
  • ସାଧୁ
  • କୁଶଳୀ; ଭାଗ୍ୟବାନ
  • ମଙ୍ଗଳସୂଚକ
  • ହିତକର
  • ସଦବଂଶ ଜାତ
  • ସୁନ୍ଦର
  • ନମ୍ର; ଶାନ୍ତ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଶିରୋମୁଣ୍ତନଭଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଭଦ୍ ଧାତୁ= ପ୍ରୀତ ହେବା+କରଣ. ର)[ସମ୍ପାଦନା]

୧. କ୍ଷେମ; ସୌଭାଗ୍ୟ —୧. Prosperity; good fortune.
୨. କୁଶଳ; କଲ୍ୟ୍ୟାଣ; ମଙ୍ଗଳ; ଶୁଭ —୨. Welfare; wellbeing; happiness; bliss.
୩. ଉତ୍ତମତା —୩. Goodness.
୪. (+କର୍ତ୍ତୃ. ର)— ମହାଦେବ; ଶିବ —୪. Ṡiba.
୫. ବଳରାମ; ବଳ— ଭଦ୍ର —୫. Ṡhrīkṛushṇa's elder step brother Baḻarāma.
୬. ରାମାନୁଚର ବା ଦୂତ ବିଶେଷ— [ଦ୍ରଷ୍ଟବ୍ୟ —ଏହାଙ୍କଠାରୁ ସୀତାଙ୍କ ଅପବାଦ ଶୁଣି ରାମଚନ୍ଦ୍ର ସୀତାଙ୍କୁ ବନକୁ ନିର୍ବାସିତ କରିଥିଲେ—ହିନ୍ଦୀ - ଶ] —୬. Name
of an attendant or informer of Rāma.

୭. ଉତ୍ତର ଦିଗର ଦିଗ୍ଗଜ (ହିନ୍ଦୀ - ଶ) —୭. Name of a mythological elephant guarding the north.
୮. ଘଞ୍ଜରୀଟ; ଖଞ୍ଜନପକ୍ଷୀ; କଜଳପାତି ଚଢ଼େଇ —୮. The wagtail.
୯. ଶ୍ରୀକୃଷ୍ଣ ଲୀଳା— କାନନ; ବୃନ୍ଦାବନସ୍ଥ ଭଦ୍ରବନ —୯. Name of a forest in Bṛundābana.
୧. ବଳଦ —୧୦. Bullock; ox.
୧୧. ଷଣ୍ଢ; ବୃଷଭ —୧୧. Bull.
୧୨. ସାଧୁ; ଭଦ୍ର ସନ୍ତାନ —୧୨. Son of a respectable family; a gentleman.
୧୩. ବଂଶୋ — ପାଧି ବିଶେଷ —୧୩. A family title.
୧୪. ସୁବର୍ଣ୍ଣ —୧୪. Gold.
୧୫. ଲୌହ —୧୫. Iron.
୧୬. ନୀଳପଦ୍ମ —୧୬. Blue lily.
୧୭. ଚନ୍ଦନ — ୧୭. Sandal.
୧୮. କଦମ୍ୱ —୧୮. Nuclea Cadamba (tree).
୧୯. ସ୍ନୁହୀ ଗଛ ; ସିଝୁ ଗଛ — ୧୯. Euphorbia (tree).
୨. ମୁସ୍ତକ; ମୁଥା — ୨୦. Root of Duba grass.
୨୧. ନାଗର ମୁଥା — ୨୧. A big species of bulbous grass root.
୨୨. ଇନ୍ଦ୍ରଯତ —୨୨. Echites.
୨୩. ଦେବଦାରୁ — ୨୩. Cedar.
୨୪. ବିଷ୍ଣୁଙ୍କର ଦକ୍ଷିଣ ପାର୍ଶ୍ୱସ୍ଥ ଦ୍ୱାରପାଳ (ହିନ୍ଦୀ - ଶ) —୨୪. Name of the rightside gate- man of Bishṇu.
୨୫. ସ୍ୱର ସାଧନାର ପ୍ରଣାଳୀ ବିଶେଷ —୨୫. A kind of practising of music.

[ଦ୍ରଷ୍ଟବ୍ୟ —ଏଥିରେ ସାରେସା, ରେଗାରେ, ଗାମାଗା, ମାପାମା, ପାଧାପା, ଧାନିଧା, ନିସାନି, ସାରେସା, ସାନିସା, ନିଧାନି, ଧାପାଧା, ପାମାପା, ମାଗାମା, ଗାରେଗା, ରେସାରେ, ସାନିସା—ହିନ୍ଦୀ - ଶ) ]

୨୬. ବଳରାମଙ୍କର ଏକ ସହୋଦର (ହିନ୍ଦୀ - ଶ) —୨୬. One of the uterine brothers of Baḻarāma.
(ସ୍ତ୍ରୀ—ଭଦ୍ରା) 

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

୧. ଉତ୍ତମ — ୧. Good.
୨. ଶ୍ରେଷ୍ଠ —୨. Excellent.
୩. ସାଧୁ — ୩. Honest; virtuous.
୪. କୁଶଳୀ; ଭାଗ୍ୟବାନ୍ — ୪. Fortunate; properous; lucky.
୫. ମଙ୍ଗଳ ସୂଚକ —୫. Auspicious; propitious.
୬. ହିତ— କର —୬. Beneficial.

(ସ୍ତ୍ରୀ—ଭଦ୍ରା)

୭. ସଦ୍ୱଂଶ ଜାତ — ୭. Born of a respectable family.
୮. ସୁନ୍ଦର —୮. Beautiful.
୯. ନମ୍ର; ଶାନ୍ତ — ୯. Gentle.

[ଦ୍ରଷ୍ଟବ୍ୟ —ବୈଦିକ ନିରୁକ୍ତ ଶାସ୍ତ୍ରରେ ଭଦ୍ରର ଅର୍ଥ ଗୃହ, ପ୍ରଜା., ପଶୁ, ବିତ୍ତ ପ୍ରଭୃତି ମନୁଷ୍ୟର ଯାହା ଆବଶ୍ୟକ, ଓଡ଼ିଆ ଚଳନ୍ତି କଥାରେ ଧନ ଜନ ଗୋପଲକ୍ଷ୍ମୀ ଆଧୁନିକ ବ୍ୟବହାରରେ ସଦ୍ୱଂଶଜାତ ବ୍ୟକ୍ତି ଓ ଶିଷ୍ଟ ଅର୍ଥରେ ଏହା ବ୍ୟବହୃତ ହୁଏ ]

ଦେଶଜ - ବି—(ସଂସ୍କୃତ - ଭଦ୍ରାକରଣ)[ସମ୍ପାଦନା]

ଶିରୋମୁଣ୍ଡନ —Shaving of the head.



ଭଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ଅ (ସମ୍ୱୋଧନରେ ବ୍ୟବହୃତ)[ସମ୍ପାଦନା]

୧. ହେ ସାଧୁବ୍ୟକ୍ତି ! ହେ ମହାଶୟ ! —୧. (Interjection) O good sir ! O kind sir !