Jump to content

ଭରିବା

ଉଇକିଅଭିଧାନ‌ରୁ

ଭରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଭୃ ଧାତୁ)

[ସମ୍ପାଦନା]
୧. ପୂରାଇବା; ପୂର୍ଣ୍ଣ କରିବା — ୧. To fill up.
୨. ଭିତରକୁ ପ୍ରବେଶ କରାଇବା —୨. To thrust into.
୩. ପୂରିବା; ପୂର୍ଣ୍ଣ ହେବା —୩. To be filled up.

(ଉ—ଭରୁଅଛି ସର୍ବପ୍ରାଣ ମହା ହରଷରେ ମଧୂସୂଦନ. ଉତ୍କଳଗାଥା)

୪. ସଂଯୁକ୍ତ କରିବା —୪. To join.

(ଉ—ବିଷାଦ ଅସହରଣ, ନିଶେ ହସ୍ତ ଭରିଣ, ଶକ୍ରାରି ଝମକି କୃପାଣ ଭଞ୍ଜ. ବୈଦେହିଶବିଳାଶ)

୫. ଧାରଣ କରିବା; ଲଗାଇବା; ପିନ୍ଧିବା —୫. To wear, to hold; to put on.

(ଉ—କବଚକୁ ଭରଣ ଧରିଲେ ସେ ଖଣ୍ଡା କୃଷ୍ଣସିଂହ—ମହାଭାରତ. ବନ)

୬. ରଖିବା —୬. To put.

(ଉ—ଦିନେ ଘନସାର—ସାର, ଭରି ପାନ ତାର— ତାକୁ ବରମୁଖୀ ଦେଉଁ କାରବାର—ଭଞ୍ଜ. ପ୍ରେମସୁଧାନିଧି)

୭. ବୋଝାଇ କରିବା —୭. To load.
୮. (ଜଳ ଆଦିକୁ ମୁଖ ମଧ୍ୟରେ) ଢ଼ାଳିଦେବା —୮. To pour into (themouth).

(ଉ—ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି ଚିର ତୃଷିତର ମୁଖ ଭରି—କବିସୂର୍ଯ୍ୟ କିଶୋରୀ ଚମ୍ପୂ, ଚ ଗୀତ)

୯. ବ୍ୟାପିବା —୯. To be spread.

(ଉ—ଅପକୀରକି ଭରୁ ଧ୍ରୁବଲୋକରେ—ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି)

୧. ଭରିଯିବା (ଦେଖ) - —୧୦. Bhari āibā (See)