ଭେରି
ଭେରି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଭୀ ଧାତୁ=ଭୀତ ହେବା+ରି;+ଈ)[ସମ୍ପାଦନା]
ଋଣ ଢ଼କ୍କା; ପଟହ —War drum.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ତୁରୀ; ବଡ଼ କାହାଳୀ —୧. A long trumpet.
[ଉ— ଭୂପତି ଇଙ୍ଗିତେ ଭୈରବେ ବାଜିଲା ସଙ୍କେତ ଭେରୀ ରାଧାନାଥ. ଉଷା] [ଦ୍ରଷ୍ଟବ୍ୟ —ଭେରିର ସଂସ୍କୃତ ଅର୍ଥ ଠାରୁ ଓଡ଼ିଆ ଭାଷାରେ ବ୍ୟବହୃତ ଅର୍ଥ (ତୁରୀ) ପୃଥକ ଅଟେ ହିନ୍ଦିରେ ଓ ବଙ୍ଗଳାରେ ଏହି ଶବ୍ଦ ସଂସ୍କୃତ ଭାଷାଗତ ଅର୍ଥ (ଢ଼କ୍କା)ରେ ବ୍ୟବହୃତ ହୁଏ]
- ୨. ଭେରୁ (ଦେଖ) - ୨. Bheru (See).