ଭୋଗୀ
ଦେଖଣା
- ଭୋଗକାରୀ
- ଭକ୍ଷକ
- ସୁଖୀ
- ଯେ ଅୟସ କରେ; ଭୋଗାସକ୍ତ
- ଫଣା
- ଦଖଲକାର
- ଅନୁଭବକାରୀ
- ଯହିଁରେ ବାଙ୍କମାନ ଅଛି
- ଧନୀ
- ଫଣୀ; ସର୍ପ
- ରାଜା
- ଗ୍ରାମଧ୍ୟକ୍ଷ
- ଭଣ୍ତାରୀ
- ଅୟସୀ ଲୋକ; ଇନ୍ଦ୍ରିୟବିଳାସୀ ବ୍ୟକ୍ତିଭୋଗୀ
ଉଚ୍ଚାରଣ
[ସମ୍ପାଦନା](ଭୋଗିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଭୋଗ+ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ଭୋଗକାରୀ — ୧. Enjoying.
- ୨. ଭକ୍ଷକ —୨. Partaking of; eating.
- ୩. ସୁଖୀ —୩. Happy.
- ୪. ଯେ ଅୟସ କରେ; ଭୋଗାସକ୍ତ —୪. Luxurious; indulging is sensual pleasure.
- ୫. ଫଣା— ଯୁକ୍ତ—(ସର୍ପ) ୫. Hooded (serpent).
- ୬. (ଆଇନ) ଦଖଲକାର —୬. Possessing.
- ୭. ଅନୁଭବକାରୀ —୭. Experiencing.
- ୮. ଯହିଁରେ ବାଙ୍କତମାନ ଅଛି —୮. Having curves (Apte).
- ୯. ଧନୀ — Rich;opulent (Apte).
ବିଶେଷ୍ୟ -
[ସମ୍ପାଦନା]- ୧. ଫଣୀ; ସର୍ପ —୧. Serpent; a hooded serpent.
- ୨. ରାଜା —୨. King.
- ୩. ଗ୍ରାମାଧ୍ୟକ୍ଷ —୩. The headman or the proprieter of a village.
- ୪. ଭଣ୍ଡାରୀ —୫. A barber.
- ୫. ଅୟସୀ ଲୋକ; ଇନ୍ଦ୍ରିୟବିଳାସୀ ବ୍ୟକ୍ତି — ୫. A voluptuary (Apte).
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ତେଲୁଗୁରୁ ଅନୁକୃତ)
[ସମ୍ପାଦନା]ମକର ସଂକ୍ରାନ୍ତି ପୂର୍ବଦିବସ ରାତ୍ରିରେ ହେବା ଅଗ୍ନୁଉତ୍ସବ —The bonfire lighted on the night previous to Makarasankrāntī.