ମକରୀ

ଉଇକିଅଭିଧାନ‌ରୁ

ମକରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମକର+ସ୍ତ୍ରୀ. ଈ)[ସମ୍ପାଦନା]

୧. ମକରର ସ୍ତ୍ରୀଲିଙ୍ଗ — ୧. The feminine of Makara.
୨. ମକରିକା (ଦେଖ) - —୨. Makarikā (See)

[ଦ୍ରଷ୍ଟବ୍ୟ —ବେନି କରେ ଧରି—ତ୍ରୀମଣ୍ଡନଶିରୀ ଶିରୀ ଫଳ ଉରଜ ମକରୀ କରି—ଭଞ୍ଜ. ପ୍ରେମସୁଧାନିଧି]

୩. (ମକର+ଅଛି ଅର୍ଥରେ ଇନ୍)—ସମୁଦ୍ର — ୩. The ocean.