ମକିଡ଼ି

ଉଇକିଅଭିଧାନ‌ରୁ

ମକିଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ମକର କୁଣ୍ଡଳ ବା ଅର୍ଦ୍ଧ ଚନ୍ଦ୍ରାକୃତି କର୍ଣ୍ଣବଳୟ —୧. A kind of ear-ring (crescent-shaped).

[ଦ୍ରଷ୍ଟବ୍ୟ — ଏହା ବଙ୍ଗଦେଶରୁ ଆସି ଆମ ଦେଶରେ ପ୍ରଚଳିତ ହୋଇ ଅଛି]

୨. ପାଣି ବୁହା ତେଣ୍ଡାରେ ବା ଯନ୍ତରେ ଦୁଇ— ଖୁଣ୍ଟ ଉପରେ ଯେଉଁ ଆଡ଼ଧାରଣା ପଡ଼ୁଥାଏ ସେହିଆଡ଼ ଧାରଣାରେ ଲାଗିଥାବା ଛିଦ୍ରଯୁକ୍ତ କାଠ, (ଯେଉଁ କାଠରେ ବାହାର ବାଉଁସ ବନ୍ଧାଯାଏ) —୨. A long piece of wood having a hole through which the cross-beam of a water-lifting contrivance passes and over which is tied the crance-bamboo.
୩. ଖଡ଼ମା (ଦେଖ) - — ୩. Khaṟḍ̠mā (See).